• Home
  • Entertainment
  • ସାଇ ବାବାଙ୍କ ଏକ ଭିନ୍ନ ଧରଣର ଓଡିଆ ଭଜନ
Entertainment

ସାଇ ବାବାଙ୍କ ଏକ ଭିନ୍ନ ଧରଣର ଓଡିଆ ଭଜନ

ଦିଶା ଏଣ୍ଟରଟେନମେଣ୍ଟ ଆଣ୍ଡ ମିଡିଆ ବ୍ୟାନର ର ପୁଣି ଥରେ ଆଉ ଏକ ନୂତନ ଭେଟି ଦେଇଛନ୍ତି ସାଇବାବାଙ୍କ ଏକ ଭିନ୍ନ ଧରଣର ଭଜନ ଉପରେ ଆଧାରିତ ଯାହାକି ଆଜି #ENEWSODIA #OFFICIAL #YOUTUBE ଚ୍ୟାନ୍ନେଲ୍ ରେ ଲଞ୍ଚ ହୋଇସାରିଛି ।

ଯାହାର ନାମ ରହିଛି ” ଦୟା କର ବାବା ସାଇ ” ଏହାର ପ୍ରଯୋଜକ ଏବଂ ନିର୍ଦେଶକ ” ବାପୁ ଓଝା ” ଥିବା ବେଳେ ଏହାର ସଙ୍ଗୀତ ନିର୍ଦେଶକ ଭାର ସମ୍ଭାଳିଛନ୍ତି ” ମୁନୁ ପାଗଳ ( ସୁନୀଲ ) ” , ଏଥିରେ କଣ୍ଠଦାନ କରିଛନ୍ତି ସିଗ୍ଧାଞ୍ଜଳି , ଏହାର ଗୀତିକାର ଅଛନ୍ତି ବରିଷ୍ଠ ଗୀତିକାର ” ରବି ତ୍ରିପାଠୀ “

ସମଗ୍ର ଆଧ୍ୟାତ୍ମିକ ଜଗତରେ ସାଇବାବାଙ୍କ ଦ୍ବାରା ପ୍ରତିପାଦିତ ମାର୍ଗର ସାକ୍ଷାତ୍‌ ସାଇସ୍ବରୂପୀ କରୁଣାମୟୀ ମାର୍ଗଦର୍ଶକ ଅଟନ୍ତି, କିନ୍ତୁ ପ୍ରକୃତରେ କହିବାକୁ ଗଲେ ଆଧ୍ୟତ୍ମିକ ପଥର ପଥିକ,ଶିରିଡି ସାଇଙ୍କ ପ୍ରକୃତ ଭକ୍ତ ଅଟନ୍ତି, ଯାହାଙ୍କୁ ଶ୍ରଦ୍ଧାପୂର୍ବକ ନମନ କରି,ସାଇ ଚେତନାର ପ୍ରକାଶିତ ସ୍ବରୂପର ଝଲକ ଦେଖି,ତାଙ୍କଠାରୁ ମାର୍ଗଦର୍ଶନ କରି, ବିଶ୍ବବାସୀ ସାଇଧାରାରେ ପ୍ରବାହିତ ହେଉଛନ୍ତି | ସାଇବାବାଙ୍କୁ ଦେଶ ବିଦେଶରେ ଅସଂଖ୍ୟ ଭକ୍ତ ପୂଜ୍ୟ ଗୁରୁଜୀ ଏବଂ ସଦ୍‌ଗୁରୁ ମାନି ତାଙ୍କ ଦ୍ବାରା ପ୍ରଦର୍ଶିତ ସାଇ ମାର୍ଗର ଅନୁଗାମୀ ହେଉଛନ୍ତି ବୋଲି ଏହି ସଙ୍ଗୀତଟି ର ଯିଏ ପ୍ରଯୋଜକ ” ବାପୁ ଓଝା ” କୁହନ୍ତି।

ସାଇ ବାବାଙ୍କ ଏକ ଭିନ୍ନ ଧରଣର ଓଡିଆ ଭଜନ 31870400 2113406288903437 5757068146032771072 n

ପଢନ୍ତୁ; ବାସ୍ତୁଶାସ୍ତ୍ର ଅନୁସାରେ କୁକୁର ଦେଇଥାଏ କେଉଁ ସବୁ ଅଶୁଭ ସଙ୍କେତ ଜାଣନ୍ତୁ ? 

Related posts

ଜେନିଭାରେ ବିବାହ ବନ୍ଧନରେ ଆବଦ୍ଧ ହେବେ ବଲିଉଡ଼ ଅଭିନେତ୍ରୀ ସୋନମ କପୁର

Krishna Kumar Manoj

Ranjeet – Landa Villain || Special Interview || Jatra Duniya || Tulasi Gananatya

Krishna Kumar Manoj

ହାସ୍ୟ ଅଭିନେତା କପିଲଙ୍କୁ ଆଉ ଏକ ଝଟ୍‌କା

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More