Entertainment

ନୂଆ ବର୍ଷରେ ନୂଆ ଗୀତ…………

ସବୁବେଳେ ମନୋରଞ୍ଜନ  ଏବଂ ଗୀତର ପରିବେଷଣ କରୁଥିବା “ENEWSODIA” ସଙ୍ଗୀତପ୍ରେମୀମାନଙ୍କ ପାଇଁ ନେଇଆସିଛି ନୂଆ ବର୍ଷ ପାଇଁ ଏକ ନୂତନ ଭେଟି। Enewsodia ତରଫରୁ ରିଲିଜ ହୋଇଛି ଆଊ ଏକ ରୋମାଣ୍ଟିକ ଗୀତ “ଆଖି ମିଶେଇଲୁ ପ୍ରେମ ଶିଖେଇଲୁ”। ଏହି ରୋମାଣ୍ଟିକ ଗୀତରେ କଣ୍ଠ ଦାନ କରିଛନ୍ତି ଓଲିଉଡର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର ଏବଂ ଗାୟିକା ଅସୀମା ପଣ୍ଡା।

ଗୀତଟିର ଷ୍ଟୁଡିଓ ଭର୍ସନ୍ ରିଲିଜ୍ ହୋଇଛି। ଏହି ଗୀତର ଲିରିକ୍ସ ଦେଇଛନ୍ତି ସୁନୀଲ ମହାରାଣା ଏବଂ ନିର୍ଦେଶନା ଭାର ତୁଳାଇଛନ୍ତି ଅଭିନାଶ ମିଶ୍ର।

ଏହି ଗୀତର ପ୍ରଯୋଜନାରେ ଅଛନ୍ତି ଦୀପକ ଜେନା।

ପଢନ୍ତୁ; ନୂଆ ରୂପରେ ପରଦାକୁ ଫେରୁଛନ୍ତି ହାସ୍ୟ ଅଭିନେତା ପପୁ ପମ୍ ପମ୍

Related posts

ରିଲିଜ ହେଲା ଅନୁଷ୍କା ଶର୍ମାଙ୍କ ‘ପରୀ’ ଟ୍ରେଲର :ଅନୁଷ୍କା ଭୟଙ୍କର ଭୂମିକାରେ ନଜର ଆସୁଛନ୍ତି

ENO Beuro

୧୭ ବର୍ଷ ପରେ ସନ୍ନିଙ୍କ ସହ ନଜର ଆସିବେ ଏହି ଅଭିନେତ୍ରୀ

ENO Beuro

ସାମ୍ନାକୁ ଆସିଲା ‘ରେସ-୩’ର ନୂଆ ପୋଷ୍ଟର

ENO Beuro

Leave a Comment