Entertainment

ରିଲିଜ ହେଲା କୁନି ଝିଅ ପୂର୍ବୀ ପ୍ରଧାନଙ୍କ କଣ୍ଠରେ ହୃଦୟସ୍ପର୍ଶୀ ଭଜନ “ଆସୁଛି ହେଙ୍ଗୁଳା ଯାତ”

 

Enewsodia ପ୍ରତ୍ୟେକଟି ପର୍ବ ପର୍ବାଣୀ  ଏବଂ ଯାନି ଯାତ୍ରା ରେ ଆପଣଙ୍କୁ ନୂଆ ନୂଆ ମନଛୁଆଁ ଗୀତ ଭେଟିଦିଏ । ଯାହା ପ୍ରତ୍ୟେକଟି ହୃଦୟକୁ  ଛୁଇଁଯାଏ । ନିକଟରେ ପୁଣିଥରେ ଠିକ ସେହିଭଳି ଏକ ହୃଦୟସ୍ପର୍ଶୀ ଭଜନ ରିଲିଜ  ହୋଇଯାଇଛି। ଏହି ଭଜନଟିର ଟାଇଟେଲ ରହିଛି “ଆସୁଛି ହେଙ୍ଗୁଳା ଯାତ“।

ଏହି ଗୀତଟିର ଷ୍ଟୂଡିଓଭର୍ସନ enewsodia ୟୁଟୁବ ଚ୍ୟାନଲରେ ରିଲିଜ ହୋଇଛି। ଏହି ଗୀତଟିରେ କଣ୍ଠଦାନ କରିଛନ୍ତି କୁନି ଝିଅ ପୂର୍ବୀ ପ୍ରଧାନ । ଏହି ଗୀତଟିକୁ ପ୍ରଯୋଜିତ  କରିଛନ୍ତି ଗାୟତ୍ରୀ ପ୍ରଧାନ। ସଂଗୀତ ନିର୍ଦେଶନା   ଦେଇଛନ୍ତି ଶିଶିର କୁମାର ମିଶ୍ର। ଓ ଗିତଟିକୁ ଲେଖିଛନ୍ତି  ଜୟନ୍ତ ପ୍ରଧାନ।
ପଢନ୍ତୁ: ରିଲିଜ ହେଲା ଅସୀମା ପଣ୍ଡାଙ୍କ କଣ୍ଠରେ ଆଉ ଏକ ହୃଦୟସ୍ପର୍ଶୀ ଗୀତ “ତୁ କେଡେ ସ୍ଵାର୍ଥପର ତୁ”

Related posts

ବଲିଉଡ୍‌ରେ ଡେବ୍ୟୁ କରିବେ କ୍ୟାଟ୍ରିନାଙ୍କ ଭଉଣୀ ଇସାବେଲ୍‌

ENO Beuro

ଆସନ୍ତୁ ଜାଣିବା, ଅଭିନେତ୍ରୀ ମହାଶ୍ୱେତାଙ୍କ ସଂପର୍କରେ କିଛି ଅଜଣା କଥା

ENO Beuro

ଏଫଟିଆଇଆଇର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅନୁପମ ଖେର୍

ENO Beuro

Leave a Comment