Entertainment

ରିଲିଜ ହେଲା ହ୍ୟୁମାନ ସାଗରଙ୍କ କଣ୍ଠରେ ଦୁଖଃଭରା ଗୀତ “ମୋ ସାଥେ ଖେଳିଳୁ”

ପ୍ରେମ ଓ ପ୍ରତାରଣକୁ ଆଧାର କରି ଓଡିଶାର ନମ୍ବର୧ ଚ୍ୟାନାଲ ENEWSODIA ପ୍ରସ୍ତୁତି କରିଛି ଏକ ଦୁଖଃଭରା ଗୀତ “ମୋ ସାଥେ ଖେଳିଳୁ” ଯାହା ଆଜି ମୁକ୍ତିଲାଭ କରିଛି। ଗୀତଟିରେ କଣ୍ଠ ଦାନ କରିଛନ୍ତି  ଓଲିଉଡର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର।

ଆଜି ଗୀତଟିର ଷ୍ଟୁଡିଓ ଭର୍ସନ୍ ରିଲିଜ୍ ହୋଇଛି। ଏହି ଗୀତର ଲିରିକ୍ସ ଦେଇଛନ୍ତି ରୁଦ୍ର ତରଣ ଭଟ ଏବଂ ନିର୍ଦେଶନା ଭାର ତୁଳାଇଛନ୍ତି ମାନସ କୁମାର।

ପଢନ୍ତୁ; ଇସ୍ତଫା ଦେଲେ ଉର୍ଜିତ ପଟେଲ୍

Related posts

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସାମିଙ୍କ ପରଲୋକ

ENO Beuro

ରେସ୍‌ ୩ ଶୁଟିଂ ପାଇଁ କଶ୍ମୀରରେ ସଲମାନ ଖାନ

ENO Beuro

ପବିତ୍ର ଓଡିଆ ନବବର୍ଷ ଏବଂ ପଣାସଂକ୍ରାନ୍ତି ଉପଲକ୍ଷେ ରିଲିଜ ହୋଇଯାଇଛି ମା ସାରଳାଙ୍କ ଓଡିଆ ଭଜନ କ୍ୟାସେଟ୍

ENO Beuro

Leave a Comment