News

ଟାଟୁ ଟ୍ରେଣ୍ଡରେ ନୂଆ ଛବି ‘ମୁଁ ବି ଚୌକିଦାର’ ପ୍ରଧାନମନ୍ତ୍ରୀଙ୍କ ଅଭିଯାନ

ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ନୂଆ ଅଭିଯାନ ‘ମୁଁ ବି ଚୌକିଦାର’ଆରମ୍ଭ କରିଛନ୍ତି। ନିଜକୁ ଚୌକିଦାର କହିଥିବା ନରେନ୍ଦ୍ର ମୋଦିଙ୍କ ଏହି ନାରାରେ ତାଳ ଦେଇଥିଲା ବିଜେପି ଓ ଏହାର କର୍ମୀ । ଚୌକିଦାର ଚୋର  ହେ କହିଥିଲେ ରାହୁଲ ଗାନ୍ଧୀ ତାଙ୍କର ଏହି କଟାକ୍ଷକୁ ନରେନ୍ଦ୍ରମୋଦୀ ନିର୍ବାଚନରେ ଏହାର ଫାଇଦା ଉଠେଇବାକୁ ପ୍ରୟାସ କରୁଥିବାବେଳେ ବିଜେପିକୁ ସମର୍ଥିତ କରୁଥିବା ଲୋକଙ୍କ ଟୁଇଟର  ଆକାଉଣ୍ଟ ରେ ନାଁ ଆଗରେ ଚୌକିଦାର ଲେଖାଯାଇଥିଲା ମାତ୍ର ଏବେ ଯୁବ ଗୋଷ୍ଠୀ ଏହି ଶବ୍ଦକୁ ନିଜ ହାତରେ ଟାଟୁର ରୂପ ଦେଇଛନ୍ତି। ବହୁ ଲୋକଙ୍କ ହାତରେ ଏବେ ଦେଖିବାକୁ ମିଳୁଛି ମେ ଭି ଚୌକିଦାର ହୁଁ ର ଟାଟୁ।

ନରେନ୍ଦ୍ର ମୋଦୀଙ୍କର ଏହି ଅଭିଯାନ ଆରମ୍ଭ ହେବା ଗୋଟେ ଦିନ ହୋଇନଥିବାବେଳେ ଏହା ଅଟେ ମାତ୍ରାରେ ଲୋକଙ୍କ ଦ୍ଵାରା ଆଦୃତ ହେବ ହୁଏତ ନିଜେ ମୋଦୀ ମଧ୍ୟ ଏହାକୁ ଭାବି ନଥିବେ। ତେବେ ଏହି ଟାଟୁ ବିଜେପିକୁ ଲୋକମାନଙ୍କ ଭଲପାଇବା  ମଧ୍ୟ କହିପାରିବା।

ପଢନ୍ତୁ: ପଦ୍ମଶ୍ରୀ ହଳଧର ନାଗ ପାଦ ଦେବେ ରାଜନୀତିରେ

Related posts

ମଧ୍ୟମ ବର୍ଗଙ୍କୁ ଆକୃଷ୍ଟ କରିଛନ୍ତି କେନ୍ଦ୍ର ସରକାର, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ

ENO Beuro

ଆରପାରିରେ ଜ୍ଞାନପୀଠ ବିଜୟିନୀ ସାହିତ୍ୟିକା କୃଷ୍ଣା ସୋବତୀ

ENO Beuro

1603 Upper Primary (UP) Schools Will Be Merged With High Schools – Odisha Government

ENO Beuro

Leave a Comment