ଆଗାମୀ କମେଡୀ ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିବେ “ଦେବ”

ଇତିମଧ୍ୟରେ କେତୋଟି ନୂଆ ଓଡ଼ିଆ ସିନେମାରେ ସେନସର କାମ ଆରମ୍ବ ହୋଇଯାଇଛି।ଏଥିମଧ୍ୟରୁ ଲର୍ଡ ଜଗନ୍ନାଥଫିଲ୍ମ ନିବେଦିତ “ବାବାଜୀ କା ଠୁଲୁ” ସିନେମାଟିର ଶୁଭ ମୁହୂରତ  ହୋଇସାରିଛି । ଏହି ସିନେମାଟି କମେଡୀ ଉପରେ ଆଧାରିତ ଅଟେ । ଏହି ସିନେମାରେ କାର୍ଯ୍ୟକାରୀ ପ୍ରଯୋଜକ ହେଉଛନ୍ତି ବିଜୟ ମିଶ୍ର ଏବଂ ଦେବାଶିଷ ପ୍ରଧାନ।

ବାବାଜୀ କା ଠୁଲୁ ଏହି ଚଳଚିତ୍ରରେ ମେନ୍‌ ଲିଡ଼୍‍ ଭୂମିକାରେ ନଜର ଆସିବେ “ଦେବ”। ଏହି ଫିଲ୍ମରେ କିଏ ନାୟିକା ହେବେ ତାହା ଏପ୍ରଯନ୍ତ ଜଣାପଡ଼ି ନାହିଁ। ।ଏହି ସିନେମାର ନିର୍ଦେଶନା ଦେଇଛନ୍ତି ରଞ୍ଜନ ମିଶ୍ର ।

ଦେବ ଙ୍କ ବେତିତ୍ୟ ଜୀବନ ପଣ୍ଡା ,ମିହିର ଦାସ ,ପୁଷ୍ପା ପଣ୍ଡା , ଉଷଶ୍ରୀ ମିଶ୍ର , ସୁବ୍ରାଂଶୁ , ଚାନ୍ଦିନୀ ,ଡାଇନା ଏବଂ କୁସୁମୁ ଏହି ସିନେମାରେ ନଜର ଆସିବେ ।  ଏହି ଚଳଚିତ୍ରଟି କମେଡୀ ଉପରେ ଆଧାରିତ ବୋଲି କୁହାଯାଇଛି । ବୁବୁ ସୌରବ ଏହି ସିନେମାରେ ସଂଗୀତ ନିର୍ଦେଶନା ଦେଇଛନ୍ତି ।

ପଢନ୍ତୁ ;

ମୋଟା ପଣ ପାଇଁ ଚିନ୍ତିତ ଅଛନ୍ତି କି ? ଓଜନ କମାଇବାକୁ ପିଅନ୍ତୁ ଏହି ପାନୀୟ

ବାବାଜୀ କା ଠୁଲୁ ଏହି ଚଳଚିତ୍ରରେ ମେନ୍‌ ଲିଡ଼୍‍ ଭୂମିକାରେ ନଜର ଆସିବେ - 4.3

85%

 ଏହି ଫିଲ୍ମରେ କିଏ ନାୟିକା ହେବେ ତାହା ଏପ୍ରଯନ୍ତ ଜଣାପଡ଼ି ନାହିଁ। - 3.8

75%
4/5

Very Good!

ଆଗାମୀ କମେଡୀ ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିବେ "ଦେବ"

ଇତିମଧ୍ୟରେ କେତୋଟି ନୂଆ ଓଡ଼ିଆ ସିନେମାରେ ସେନସର କାମ ଆରମ୍ବ ହୋଇଯାଇଛି।ଏଥିମଧ୍ୟରୁ ଲର୍ଡ ଜଗନ୍ନାଥଫିଲ୍ମ ନିବେଦିତ "ବାବାଜୀ କା ଠୁଲୁ" ସିନେମାଟିର ଶୁଭ ମୁହୂରତ  ହୋଇସାରିଛି । ଏହି ସିନେମାଟି କମେଡୀ ଉପରେ ଆଧାରିତ ଅଟେ । ଏହି ସିନେମାରେ କାର୍ଯ୍ୟକାରୀ ପ୍ରଯୋଜକ ହେଉଛନ୍ତି ବିଜୟ ମିଶ୍ର ଏବଂ ଦେବାଶିଷ ପ୍ରଧାନ।

No Votes Yet

You're not rated yet