ଚର୍ଚ୍ଚାରେ ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀଙ୍କ କାନ୍ତାରା ଚାପ୍ଟର ୱାନର ପ୍ରଥମ ଟିଜର ରିଲିଜ
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
Loading...
ଓମିକ୍ରନ ଭ୍ୟାରିଆଣ୍ଟ ପାଇଁ ସଂକ୍ରମଣ ଦୃତ ଗତିରେ ବଢୁଛି । ଏହାକୁ ଦେଖି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାକିଣ୍ଡା ଅରଡେନ୍ କୋଭିଡ କଟକଣାକୁ କଡାକଡି କରିଛନ୍ତି ।
ଓମିକ୍ରନ ଭ୍ୟାରିଆଣ୍ଟ ପାଇଁ ସଂକ୍ରମଣ ଦୃତ ଗତିରେ ବଢୁଛି । ଏହାକୁ ଦେଖି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାକିଣ୍ଡା ଅରଡେନ୍ କୋଭିଡ କଟକଣାକୁ କଡାକଡି କରିଛନ୍ତି । କିନ୍ତୁ ସେ ଏପରି କରିବା ପରେ ନିଜ ବାହାଘରକୁ ମଧ୍ୟ ସ୍ଥଗିତ ରଖିଛନ୍ତି । ଗତକାଲି ତାଙ୍କର କ୍ଲାର୍କ ଗୟଫୋର୍ଡଙ୍କ ସହିତ ବିବାହ ଥିଲା । ବିବାହ ପୂର୍ବରୁ ଉଭୟଙ୍କର ଛୋଟ ଛୁଆ ମଧ୍ୟ ରହିଛି । ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କହିଛନ୍ତି, ମୋ ବାହାଘର କୁଆଡେ ପଳାଇଯିବନି । କିନ୍ତୁ ବଢୁଥିବା ସଂକ୍ରମଣକୁ ଦେଖି କଟକଣା ଲଗାଇବା ଜରୁରୀ ।
ସ୍ଥିତି ସ୍ୱାଭାବିକ ହେଲେ ବିବାହ କରିବେ ବୋଲି କଟକଣା ଜାରି କରିବା ପରେ ସେ ଏପରି କହିଛନ୍ତି । ନ୍ୟୁଜିଲାଣ୍ଡରେ ଏବେ ବିବାହ ବେଳେ ୧୦୦ ଜଣଙ୍କୁ ଯୋଗ ଦେବାର ଅନୁମତି ରହିଛି । ଆଉ ଏହି ୧୦୦ ଜଣ ଟିକାର ସମସ୍ତ ଡୋଜ ନେଇଥିବା ଜରୁରୀ । ଜାକିଣ୍ଡା ଅରଡେନ୍ କହିଛନ୍ତି ଡେଲଟା ତୁଳନାରେ ଓମିକ୍ରନ ଶୀଘ୍ର ସଂକ୍ରମିତ ହେଉଛି । ଏପରି ସ୍ଥିତିରେ କଟକଣା ଲଗାଇବା ଜରୁରୀ । ତେଣୁ କଟକଣା ବେଳେ ଗହଳି ନକରିବାକୁ ନିବେଦନ କରିଛନ୍ତି । ଏଥିସହ ଫେସ୍ ମାସ୍କ ଲଗାଇବା ଉପରେ ଜୋର ଦେଇଛନ୍ତି । ନ୍ୟୁଜିଲାଣ୍ଡରେ ଏବେ ସୁଦ୍ଧା ୧୫ ହଜାର ୧୦୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୫୨ ଜଣଙ୍କର ମୃତ୍ୟୁ ଘଟିଛି ।
Shakespeare, in the beautiful garden, among the party. Some of the hall: in fact she was ever to.
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
ଡିସେମ୍ବର ୩୧ ସୁଦ୍ଧା ସରିବ ଟର୍ମିନାଲ କାମ। ନୂଆବର୍ଷରେ ନୂଆ ବସ ଟର୍ମିନାଲକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଗ୍ରାଉଣ୍ଡକୁ ଯାଇ ନିର୍ମାଣ କାର୍ଯ୍ୟର ସ୍ଥିତି ପରଖିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ।
ଡିସେମ୍ବର ୧ ସୁଦ୍ଧା ପ୍ରାୟ ୯୭.୨୬% ୨ ହଜାର ଟଙ୍କିଆ ନୋଟ୍ ଫେରସ୍ତ ଆସିଯାଇଛି ।ଲୋକଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ୍ ରହିଛି। ୨୦୨୩ ମେ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଫେରାଇ ଦିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।