News

ସିସିଟିଭି ରେ କଏଦ୍ ହେଲା : ନବଜାତ ଶିଶୁକନ୍ୟାକୁ ରାସ୍ତା କଢରେ ଫିଙ୍ଗି ଦେବାର ଦୃଶ୍ୟ

ବୁଧବାର ଦିନ ଘଟିଥିବା ମୁଜାଫରନଗର ଅନ୍ତର୍ଗତ ଏକ ନିଛାଟିଆ ରାସ୍ତାରେ କେହି ଜଣେ ଏକ ନବଜାତ ଝିଅକୁ କାର୍‌ରୁ ତଳକୁ ପକାଇ ଦେଇ ପଳାଇ ଗଲେ । ସେହି କାର୍ ଟିର ସବୁ କାରନାମା ନିକଟରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ ଉତ୍ତୋଳିତ ହୋଇଯାଇଛି ।

ଭିଡିଓରେ ଦେଖା ଯାଉଛି ଧୂସର ରଙ୍ଗର ସାଣ୍ଟ୍ରୋ କାର୍‌ ସେ ନିଚ୍ଛାଟିଆ ରାସ୍ତାରେ ଯାଉଛି।

ସିସିଟିଭି ରେ କଏଦ୍ ହେଲା : ନବଜାତ ଶିଶୁକନ୍ୟାକୁ ରାସ୍ତା କଢରେ ଫିଙ୍ଗି ଦେବାର ଦୃଶ୍ୟ ସିସିଟିଭି ରେ କଏଦ୍ ହେଲା : ନବଜାତ ଶିଶୁକନ୍ୟାକୁ ରାସ୍ତା କଢରେ ଫିଙ୍ଗି ଦେବାର ଦୃଶ୍ୟ Untitled 1

ଶିଶୁଟିକୁ ଉଦ୍ଧାର କରାଯାଇଛି। ତାକୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଯେ ଶିଶୁଟିର ଅବସ୍ଥା ସଂକଟାପନ୍ନ ରହିଛି। ତେବେ ତାର ଅବସ୍ଥାରେ ସୁଧାର ଆସିବ ବୋଲି ଆମେ ଆଶାବାଦୀ।

ମୁଜାଫରନଗରର ଖାଲପରା ଅଞ୍ଚଳରେ ଏହି ଘଟଣା ଘଟିଛି। ସୁଜା ରାହିଙ୍କ ଘର ସମ୍ମୁଖରେ ଛୁଆଟିକୁ ଛାଡ଼ି ଚାଲି ଯାଇଥିଲେ ଉକ୍ତ ମହିଳା। ସୁଜା ରାହି କହିଛନ୍ତି,“କଲୋନୀର ସମସ୍ତ ଲୋକ ଶିଶୁଟିକୁ ପାଳିବାକୁ ଚାହୁଁଛନ୍ତି। ତେବେ ତାକୁ ଏବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ୍ ତା’ ବାପାମା’କୁ ଖୋଜୁଛି।

ପଢନ୍ତୁ ; ଫୋର୍ବସ ଧନୀ ଖେଳାଳି ତାଲିକା: ଶ୍ରେଷ୍ଠ ୧୦୦ରେ କୋହଲି ଏକମାତ୍ର କ୍ରିକେଟର୍

Related posts

ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏବଂ ନରେନ୍ଦ୍ର ମୋଦି ଫୋନରେ କଲେ ମାଳଦ୍ୱୀପର ରାଜନୈତିକ ଉପରେ ଆଲୋଚନା

Krishna Kumar Manoj

ତାମିଲନାଡୁ ସରକାର: ଜୟଲଳିତା ଗର୍ଭବତୀ ହୋଇନଥିଲେ

Krishna Kumar Manoj

ଭିନ୍ନକ୍ଷମ ଲୋକଙ୍କୁ ଆଉ ଅନ୍ୟର ସାହାଯ୍ୟ ଦରକାର ହେବନି , ସୌରଶକ୍ତିରେ ଚାଲିବ ହୁଇଲ୍‌ ଚେୟାର

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More