• Home
  • Bollywood
  • ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ “କଡ୍‌ବି ହାଓ୍ଵା ” ଚଳଚ୍ଚିତ୍ର ଆଜି ମୁକ୍ତିଲାଭ କରୁଛି
Bollywood

ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ “କଡ୍‌ବି ହାଓ୍ଵା ” ଚଳଚ୍ଚିତ୍ର ଆଜି ମୁକ୍ତିଲାଭ କରୁଛି

ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ “କଡ୍‌ବି ହାଓ୍ଵା ” ଚଳଚ୍ଚିତ୍ର ଆଜି (ନଭେମ୍ବର ୨୪)ରେ ମୁକ୍ତିଲାଭ କରିବ। ଜଳବାୟୁ ପରିବର୍ତନ ତଥା ବିଶ୍ୱ ତାପନର ଭୟାବହ ସ୍ଥିତିକୁ ନେଇ ଏହି ସିନେମାର କାହାଣୀ । ଚଳଚ୍ଚିତ୍ରଟି ମୁକ୍ତିଲାଭ ପୂର୍ବରୁ ଜାତୀୟ ପୁରସ୍କାର ମଧ୍ୟ ପାଇସାରିଛି।

ସଞ୍ଜୟ ମିଶ୍ରା, ବଲିଉଡ୍‌ର ଜଣେ ଆଗ ଧାଡ଼ିର ହାସ୍ୟ ଓ ଚରିତ୍ର ଅଭିନେତା । ‘ଗୋଲ୍‌ମାଲ୍‌’, ‘ଅଲ୍‌ ଦି ବେଷ୍ଟ’‍ ଓ ‘ଫସ୍‌ ଗୟେରେ ଓବାମା’ ଆଦି ଚଳଚ୍ଚିତ୍ରରେ ଅଭିନୟ କରି ସେ ଦର୍ଶକଙ୍କ ମନ ଜିଣିଛନ୍ତି। ସେ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଦେଖାଦେବେ ।

କଡ୍‌ବି ହାଓ୍ଵା କେବଳ ଏକ ସିନେମା ନୁହେଁ ପ୍ରକୃତି ପ୍ରତି ମାନବ ସମାଜର ଦାଇତ୍ଵ ଓ ସଚେତନତାର ବାର୍ତ୍ତା ନେଇ ଆସିଛି ଏହି ସିନେମା ।

ଚଳଚ୍ଚିତ୍ର ମୁକ୍ତିଲାଭ ପରିପ୍ରେକ୍ଷୀରେ ନିକଟରେ ଭୁବନେଶ୍ଵରର ସ୍ଥାନୀୟ ହୋଟେଲ୍‌ ସ୍ୟାଣ୍ଡିସ୍‌ ଟାଓ୍ଵାର୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିନେତା ସଞ୍ଜୟ ମିଶ୍ର,  ନିର୍ଦ୍ଦେଶକ ନୀଳମାଧବ ପଣ୍ଡା, ଓଡିଆ ଚଳଚ୍ଚିତ୍ରର ପ୍ରଯୋଜକ ଅକ୍ଷୟ କୁମାର ପରିଜା, ଅଭିନେତା ସଞ୍ଜୟ ମିଶ୍ରା, ରଣବୀର୍‌ ସୋରେ ଓ ଅଭିନେତ୍ରୀ ତିଳୋତ୍ତମା ସୋମ୍‌ ପ୍ରମୁଖ ଉପସ୍ଥିତ ଥିଲେ।

ଏହିଭଳି ଏକ ନିଆରା ପ୍ରୟାସରେ ଚଳଚ୍ଚିତ୍ରଟି ଲୋକଙ୍କ ପର୍ଯ୍ୟନ୍ତ କେତେ ପହଞ୍ଚୁଛି କିମ୍ବା କେତେ ହୃଦୟକୁ ସ୍ପର୍ଶ କରୁଛି ତାହା ଦେଖିବା ବାକି ରହିଲା ।

ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ “କଡ୍‌ବି ହାଓ୍ଵା” ଚଳଚ୍ଚିତ୍ର ଆଜି ମୁକ୍ତିଲାଭ କରୁଛି   ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ “କଡ୍‌ବି ହାଓ୍ଵା ” ଚଳଚ୍ଚିତ୍ର ଆଜି ମୁକ୍ତିଲାଭ କରୁଛି

ପଢନ୍ତୁ, ଆଜି ଦୁଇଟି ଓଡ଼ିଆ ଛବି ମୁକ୍ତିଲାଭ କରୁଛି – ପ୍ରେମରେ ପଡ଼ିଲାପରେ ଓ ଟିକେ ଅନାଡି ପୁରା ଖିଲାଡ଼ି

Related posts

After Five Years Gap, Shah Rukh Khan And Katrina Kaif Again Together

Krishna Kumar Manoj

Toilet: Ek Prem Katha Movie Review & Box office Collection Day 1

Krishna Kumar Manoj

ଆସନ୍ତୁ ଜାଣିବା କିଛି ଲୋକପ୍ରିୟ ବଲୀଉଡ କଳାକାର ଙ୍କ ପ୍ରିୟ ଖାଦ୍ୟ ସମ୍ପର୍କରେ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More