SPORTS

ଲିଲିମା ପାଇବେ ଏକଲବ୍ୟ ପୁରସ୍କାର

ଋତୁପର୍ଣ୍ଣା ଓ ଝିଲି ହେବେ ସମ୍ମାନିତ

ମହିଳା ହକି ତାରକା ଲିଲିମା ମିଞ୍ଜ ସମ୍ମାନଜନକ ଏକଲବ୍ୟ ପୁରସ୍କାର-୨୦୧୮ ପାଇବା ପାଇଁ ମନୋନୀତ ହୋଇଛନ୍ତି। ଇମ୍ଫାର ସୋସିଆଲ ଓ୍ବିଙ୍ଗ୍‌ ‘ଇମ୍ପାକ୍ଟ’ ଦ୍ୱାରା ପ୍ରଦାନ କରାଯାଇ ଆସୁଥିବା ଏହି ପୁରସ୍କାର ବାବଦରେ ଲିଲିମାଙ୍କୁ ୫ ଲକ୍ଷ ଟଙ୍କା ସହିତ ମାନପତ୍ର ଦିଆଯାଇ ସମ୍ମାନିତ କରାଯିବ।

nilima

ସେହିଭଳି ଭାରୋତ୍ତୋଳନ ତାରକା ଝିଲି ଦଳବେହେରା ଓ ବ୍ୟାଡମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା ଯୁଗ୍ମ ଉପବିଜେତା ଭାବେ ସମ୍ମାନିତ ହେବେ। ଉଭୟ ୫୦ ହଜାର ଟଙ୍କା ଲେଖାଏଁ ପାଇବା ସହ ମାନପତ୍ର ଅର୍ଜନ କରିବେ।

ଉଲ୍ଲେଖଯୋଗ୍ୟ, ଇମ୍ଫା (IMFA) କମ୍ପାନୀ ଦ୍ୱାରା ପ୍ରତିଷ୍ଠିତ Indian Metals Public Charitable Trust (IMPaCT) ପ୍ରତିବର୍ଷ ପ୍ରତିଭାଶାଳୀ ଏବଂ କୃତୀ ଖେଳାଳିଙ୍କୁ ଏକ ଏକ୍ସପର୍ଟ କମିଟି ଜରିଆରେ ଚୟନ କରି ଏହି ପୁରସ୍କାର ପ୍ରଦାନ କରିଥାଏ।

ପଢନ୍ତୁ; ଡିଜେଲ ଓ ପେଟ୍ରୋଲ ପରେ ଏବେ ଏଲପିଜି ସିଲିଣ୍ଡର ଦର ବୃଦ୍ଧି

Related posts

ଦିନିକିଆ ମାନ୍ୟତା:ଶୀର୍ଷ ମାନ୍ୟତା ସହ ରେଟିଂ ପଏଣ୍ଟରେ ରେକର୍ଡ କଲେ କୋହଲି

ENO Beuro

ବିସିସିଆଇର ପୂର୍ବତନ ମହାପ୍ରବନ୍ଧକ ଏମଭି ଶ୍ରୀଧର ଙ୍କର ହୃଦଘାତରେ ପରଲୋକ

ENO Beuro

ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ଇତିହାସ ରଚିଲେ ସୌରଭ ଚୌଧୁରୀ,ଭାରତ ପାଇଁ ଆଣିଲେ ତୃତୀୟ ସ୍ୱର୍ଣ୍ଣ ପଦକ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More