EnewsOdia.Com

ଡେଥ୍‌ ଓ୍ୱାରେଣ୍ଟ ଉପରେ ରୋକ୍‌ ଲଗାଇବା ପାଇଁ ମନା କଲେ ପଟିଆଲା ହାଉସ କୋର୍ଟ

ପ୍ରିମକୋର୍ଟ  ଦୋଷୀ ପଓ୍ୱନର କ୍ୟୁରେଟିଭ୍‌ ପିଟିସନ୍‌କୁ ଆଜି ଖାରଜ କରିଛନ୍ତି ।  କିନ୍ତୁ ଏହି ସମୟ ମଧ୍ୟରେ ପଓ୍ୱନ ରାଷ୍ଟ୍ରପତିଙ୍କୁ  ରାଜକ୍ଷାମ ଆବେଦନ କରିଛି ।  ଏପଟେ ପଟିଆଲା ହାଉସ୍‌ କୋର୍ଟ  ଡେଥ୍‌ ଓ୍ୱାରେଣ୍ଟ ଉପରେ  ମଧ୍ୟ ରୋକ୍‌   ଲଗାଇବା ପାଇଁ  ମନା କରିଦେଇଛନ୍ତି । ଆସନ୍ତା କାଲି ସକାଳ 6ଟାରେ  ଫାଶୀର ସମୟ ନିର୍ଦ୍ଧାରଣ କରାଯାଇଛି ।

ପଟିଆାଲା ହାଉସ୍‌ କୋର୍ଟରେ  ଦୋଷୀ ପଓ୍ୱନର  ଓକିଲ ଏପି ସିଂହ  ପଟିଆାଲା ହାଉସ୍ କୋର୍ଟ  ପହଞ୍ଚି  ଡେଥ୍‌ ଓ୍ୱାରେଣ୍ଟ ଉପରେ ରୋକ୍‌ ଲଗାଇବା ପାଇଁ କହିଥିଲେ । କାରଣ ପଓ୍ୱନ  ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଛି । ଏହି ମାମଲାରେ ଆଜି ଅପରାହ୍ନ 2ଟାରେ  ଶୁଣାଣି ହେବ । ଏପଟେ ନିର୍ଭୟା ମାଙ୍କ ଦାବି ଯେ କାଲି ସକାଳେ ଅଭିଯୁକ୍ତମାନଙ୍କୁ  ଫାଶୀ ହେବ ।

ପଢନ୍ତୁ: ଆମ୍ବୁଲାନ୍ସ ପାଇଁ ଅଟକିଗଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ

ସମ୍ବନ୍ଧିତ ଖବର

ଶୀତ କମିବ, ୨୫ରୁ କେତେକ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା

Ratnamani Maharana

ଏଥର ନିଶ୍ଚିନ୍ତରେ ଖାଇପାରିବେ ଚିକେନ ଓ ଅଣ୍ଡା

Ratnamani Maharana

ଚୀନରେ ଏସଏଆରଏସ ଭାଇରସ ଆତଙ୍କ, ଭାରତ ପାଇଁ ସତର୍କ ଘଣ୍ଟି

Ratnamani Maharana

କୁଆପଥର ପଡ଼ି କାଚ ଫାଟି ଯିବାରୁ ଜରୁରୀ ଅବତରଣ କଲା ଏୟାର୍‌ ଏସିଆ ବିମାନ

Ratnamani Maharana

ଆସନ୍ତା ୨୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିରହିବ ବର୍ଷା

Ratnamani Maharana

ବାହାରେ ମଳ ତ୍ୟାଗ କରିବାରୁ ବନ୍ଦ ହେଲା ୨୪ ପରିବାରର ରାସନ୍‌ ସାମଗ୍ରୀ

Ratnamani Maharana