EnewsOdia.Com

୭ ଜାନୁଆରୀରେ ହୋଇପାରେ ୭ ବର୍ଷ ପ୍ରତିକ୍ଷାର ଅନ୍ତ

ସାତ ବର୍ଷ ପରେ ଦିଲ୍ଲୀ ନିର୍ଭୟା ମାମଲାର ଦୋଷୀଙ୍କୁ ଫାଶୀ ଖଣ୍ଟରେ ଝୁଲାଯିବ। ଦୋଷୀଙ୍କୁ କେବେ ଫାଶୀ ଖୁଣ୍ଟରେ ଝୁଲାଯିବ ସେ ବାବଦରେ ଜାନୁଆରୀ ୭ରେ ନିଷ୍ପତ୍ତି ନିଆଯାଇପାରେ। ଓକିଲ ରାଜୀବ ମୋହନ କହିଛନ୍ତି, ରାଷ୍ଟ୍ରପତିଙ୍କ ପାଖରେ କ୍ଷମାପ୍ରାର୍ଥନା ଦାଖଲ କରିବା ପାଇଁ ଦୋଷୀଙ୍କୁ ପର୍ଯ୍ୟାପ୍ତ ସମୟ ମିଳିସାରିଛି। ଏବେ ୭ ତାରିଖରେ କୋର୍ଟ ବିନା କୌଣସି ଦ୍ୱିଧାରେ ୪ ଦୋଷୀଙ୍କ ବିରୋଧରେ ଡେଥ୍ ଓ୍ୱାରେଣ୍ଟ ଜାରି କରିପାରନ୍ତି।

ସୂଚନାଯୋଗ୍ୟ, ଦୋଷୀଙ୍କ ବିରୋଧରେ ଡେଥ୍ ଓ୍ୱାରେଣ୍ଟ ଜାରି କରିବା ପାଇଁ ପୀଡ଼ିତାଙ୍କ ବାପା-ମା’ କୋର୍ଟରେ ଆବେଦନ କରିଛନ୍ତି। ଗତମାସରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୭ସୁଦ୍ଧା ହେବ ବୋଲି ଦିଲ୍ଲୀର ଏକ କୋର୍ଟ କହିଥିଲେ। ଏବେ ନିର୍ଭୟା ମାମଲାର ୪ ଦୋଷୀ ଦିଲ୍ଲୀର ତିହାର ଜେଲରେ ରହିଛନ୍ତି।

ପଢନ୍ତୁ : ବାଗଦାଦ ବିମାନବନ୍ଦରରେ ଯୁକ୍ତରାଷ୍ଟ୍ର ଆମେରିକାର ଏୟାର ଷ୍ଟ୍ରାଇକ୍

ସମ୍ବନ୍ଧିତ ଖବର

କରୋନା ପୀଡ଼ିତଙ୍କୁ ବାକ୍ସ ଭିତରେ ଭର୍ତ୍ତି କରି ନେଉଛି ଚୀନ

Ratnamani Maharana

ଧାମରା ବନ୍ଦରରେ ଲାଗିଲା ଚୀନ ଜାହାଜ

Ratnamani Maharana

ସୁପର ଓଭରରେ ଟିମ ଇଣ୍ଡିଆର ସୁପର ବିଜୟ

Ratnamani Maharana

ଭାରତୀୟ ବିମାନକୁ ଉହାନ ଯିବାକୁ ଅନୁମତି ଦେଉନି ଚୀନ

Ratnamani Maharana

‘ଇଣ୍ଟୁ ଦି ଓ୍ଵାଇଲ୍‌ଡ୍‌ ଓ୍ଵିଥ୍‌ ବେୟର୍‌ ଗ୍ରିଲ୍‌ସ୍‌’ରେ ସୁପର୍‌ ଷ୍ଟାର୍‌ ରଜନୀକାନ୍ତଙ୍କ ପ୍ରୋମୋ

Ratnamani Maharana

ବାଗ୍‌ଦାଦ୍‌ରେ ପୁଣି ଆକ୍ରମଣ କଲା ଆମେରିକା

Ratnamani Maharana