EnewsOdia.Com

ଫାଶୀ ପାଇବେ କି ନିର୍ଭୟା ଦୁଷ୍କର୍ମ ଘଟଣାର ଅଭିଯୁକ୍ତ!

୨୦୧୨ ଡିସେମ୍ବର ୧୬ ତାରିଖରେ ଘଟିଥିବା ନିର୍ଭୟ ଦୁଷ୍କର୍ମର ଲୋମଟାଙ୍କୁରା ଘଟଣା ଦେଶ ଦୁନିଆରେ ଭୟ ସୃଷ୍ଟି କରିଦେଇଥିଲା ।ସାରା ଦେଶକୁ ଥରାଇ ଦେଇଥିବା ନିର୍ଭୟା ଘଟଣା ଏକ ନୂଆ ମୋଡ ନେଇଛି ।ତିହାଡ ଜେଲ ଓ ମଣ୍ଡଳି ଜେଲରେ ବନ୍ଦୀ ହୋଇରହିଥିବା ତିନି ଅପରାଧି ରାଷ୍ଟ୍ରପତିଙ୍କୁ ଦୟା ଯାଚିକା (ମରସି ପେଟିସନ୍ ) ପଠାଇବାକୁ ମନାକରିଦେଇଛନ୍ତି । ତେବେ ମରସି ପେଟିସନ୍ ଦେବାର ସମୟ ବର୍ତ୍ତମାନ ଶେଷ ହୋଇଯାଇଛି । ଏହି ପେଟିସନ ନଦେଇ ଅଦାଲତକୁ ଅର୍ଜି ଦେଇ ପ୍ରଶାସନ ଦୋଷୀଙ୍କର ଫାଶୀ ଦିନର ପ୍ରସ୍ତୁତି ବନ୍ଦ କରିଦେବେ ।

ଘଟଣାରେ ସମ୍ପୃକ୍ତ ଥିବା ଦୋଷୀ ଗତ ସୋମବାର ସୁପ୍ରିମକୋର୍ଟରେ ହାଜିର ହୋଇନଥିଲେ । ରାଷ୍ଟ୍ରପତିଙ୍କୁ ନିଜ ଦୋଷ ନମାନିବାକୁ କେବେଠାରୁ ମନାକରିଦେଇଥିଲେ ଏବଂ ଜେଲରେ ବନ୍ଦ ରହିଥିବା ତିନି ଦୋଷୀ ସୋମବାର ଦିଲ୍ଲୀ ସରକାର ଓ ଜେଲ ପ୍ରଶାସନକୁ ନୋଟିସର ଜବାବ ଦାଖଲ କରିଦେଇଛନ୍ତି । ମିଳିଥିବା ସୂଚନା ଅନୁଯାଇ ଅକ୍ଟୋବର ୨୯ ରେ ଜେଲ ପ୍ରଶାସନ ଦୋଷୀଙ୍କୁ ନୋଟିସ ଜାରି କରିଥିଲେ । ସେହି ନୋଟିସରେ ମରସି ପେଟିସନ ପାଇଁ ୭ ଦିନର ସମୟ ଦିଆଯାଇଥିଲା ।

ପଢନ୍ତୁ: ଅବପାତର ରୂପ ନେଲା ଲଘୁଚାପ, ଓଡିଶାରେ ବାତ୍ୟା ନୁହେଁ, ବର୍ଷାର ସମ୍ଭାବନା

ସମ୍ବନ୍ଧିତ ଖବର

ଦୁଇଦିନିଆ ଓଡ଼ିଶା ଗସ୍ତରେ ରୂପା ଗାଙ୍ଗୁଲୀ

Ratnamani Maharana

ସୂର୍ଯ୍ୟପରାଗ ପାଇଁ ଆସନ୍ତା ୨୬ରେ ଛୁଟି ଘୋଷଣା କଲେ ରାଜ୍ୟ ସରକାର

Ratnamani Maharana

ଆଜିଠୁ ପାଞ୍ଚଦିନ ପାଇଁ ସର୍ବସାଧାରଣଙ୍କ ନିମନ୍ତେ ଖୋଲିଲା ଲୋକସେବା ଭବନ ଉଦ୍ୟାନ

Ratnamani Maharana

ସ୍ୱଚ୍ଛତା ପାଇଁ ମଦ ଦୋକାନୀଙ୍କୁ ୧ଲକ୍ଷ ଜରିମାନା

Ratnamani Maharana

ନିର୍ଭୟା ଶୁଣାଣିରୁ ଓହରିଲେ ଜଷ୍ଟିସ୍‌ ଏସଏ ବୋବଡେ

Ratnamani Maharana

ଟିକଟକରେ ଶ୍ରୀମନ୍ଦିର ଭିତରର ଫଟୋ ଓ ଭିଡ଼ିଓ

Ratnamani Maharana