EnewsOdia.Com

ବଜେଟ୍‌ ଉପସ୍ଥାପନ ବେଳେ ନିର୍ମଳା ସୀତାରମଣ ପିନ୍ଧିଲେ ହଳଦି ରଙ୍ଗର ଶାଢ଼ି

ଏବେ ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦ ବଜେଟ୍‌ ଉପସ୍ଥାପନ କରୁଛନ୍ତି । ତେବେ ବାହାରେ ଚର୍ଚ୍ଚା ତାଙ୍କର ହଳଦିଆ ଶାଢ଼ିକୁ ନେଇ । ଏହି ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ସେ କାହିଁକି ହଳଦି ରଙ୍ଗର ଶାଢ଼ି ପିନ୍ଧିଛନ୍ତି । ଆଜି ନିର୍ଦ୍ଦିଷ୍ଟ ସମୟରେ ଅର୍ଥମନ୍ତ୍ରୀ ସଂସଦରେ ଆସି ପହଞ୍ଚିଥିଲେ ଦେହରେ ହଳଦିଆ ଶାଢ଼ି ସାଙ୍ଗକୁ ହାତରେ ଥିଲା ଲାଲ ବଜେଟ୍‌ର ଫାଇଲ । ଯେତେବେଳେ ସେ ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ଅନ୍ୟ ସହଯୋଗୀଙ୍କ ସହ ଫଟୋ ଉଠାଇଲେ ସଂଗେ ସଂଗେ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା ।

ହଳଦି ରଙ୍ଗ ସୁଖ ସମୃଦ୍ଧିର ପ୍ରତୀକ ବୋଲି ନିର୍ମଳା ସୀତାରମଣ ଏହି ରଙ୍ଗର ଶାଢ଼ି ପିନ୍ଧିଛନ୍ତି ବୋଲି ଚର୍ଚ୍ଚା ହେଉଛି । ବଜେଟ୍‌ ଉପସ୍ଥାପନ ପୂର୍ବରୁ ଯେତେବେଳେ ସେ ଫାଇଲ୍‌କୁ ବସ୍ତା ଭିତରୁ କାଢୁଥିଲେ ସେତେବେଳ ତାଙ୍କ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ସହାୟତା କରିଥିଲେ ।

ପଢନ୍ତୁ: ୩୨୪ ଭାରତୀୟଙ୍କ ଧରି ଚାଇନାରୁ ଦିଲ୍ଲୀ ଆସିଲା ବିମାନ

ସମ୍ବନ୍ଧିତ ଖବର

ଆଜି ବିଶ୍ୱ କିଡ୍‌ନି ଦିବସ

Ratnamani Maharana

ଭାରତରେ ଟ୍ରମ୍ପଙ୍କ ଜବରଦସ୍ତ ଫ୍ୟାନ୍‌

Ratnamani Maharana

କରୋନାଭାଇରସ୍‌ରେ ସଂକ୍ରମିତ ବ୍ରିଟିସ୍‌ ସ୍ୱାସ୍ଥ୍ୟମନ୍ତ୍ରୀ

Ratnamani Maharana

୧୦୪ ତମ ଜୟନ୍ତୀରେ ପ୍ରବାଦ ପୁରୁଷଙ୍କୁ ମନେପକାଇଲେ ପ୍ରଧାନମନ୍ତ୍ରୀ

Ratnamani Maharana

କାରୋନା ପାଇଁ ମକ୍କା ମଦିନା ଯାତ୍ରା ଉପରେ ରୋକ ଲଗାଇଲା ସାଉଦି ଆରବ

Ratnamani Maharana

କରୋନା ନେଇ ଦେଶ ସତର୍କ: ବଢ଼ିପାରେ କଟକଣା, ଭାରତରେ ୧୦୭ ଆକ୍ରାନ୍ତ

Ratnamani Maharana