POLITICALS

ଏମଏସଏମଇରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ନୀତିନ ଗଡକରୀ ଓ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଦାଇତ୍ଵ ଗ୍ରହଣ

Np

MSME, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଦାୟିତ୍ୱ ନେଇଛନ୍ତି ଦୁଇ ମନ୍ତ୍ରୀ। ଜଣେ କ୍ୟାବିନେଟ ପଦ  ପାଇଥିବାବେଳେ ଜଣେ ରାଷ୍ଟ୍ର ମନ୍ତ୍ରୀ   ଭାବେ ନେଇଛନ୍ତି ଦାୟିତ୍ଵ। ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ବିଜେପିର ବରିଷ୍ଠ ନେତା ନୀତିନ ଗଡକରୀ  ଏବଂ ପ୍ରତାପ ଷଡଙ୍ଗୀ   ମଙ୍ଗଳବାର ଦାୟିତ୍ଵ ଗ୍ରହଣ କରିଛନ୍ତି । ଉଭୟେ ମଙ୍ଗଳବାର ପୂର୍ବାହ୍ନରେ ଏକାଠି କାର୍ଯ୍ୟାଳୟରେ ପହଞ୍ଚି ନିଜର ଦାୟିତ୍ଵ ଗ୍ରହଣ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ମଧ୍ୟ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ସଡ଼କ ପରିବହନ ବିଭାଗର ମନ୍ତ୍ରୀ   ଭାବେ ସେ କାର୍ଯ୍ୟ ଆରମ୍ଭ କରିଛନ୍ତି । କାର୍ଯ୍ୟାଳୟରେ ପହଞ୍ଚିବା ପରେ ବିଭାଗୀୟ ଅଧିକାରୀମାନେ ଫୁଲ ତୋଡା ଦେଇ ତାଙ୍କୁ ସ୍ୱାଗତ କରିଥିଲେ । ଏହା ସହିତ ସେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ମନ୍ତ୍ରଣାଳୟର କ୍ୟାବିନେଟ୍ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ନେଇଛନ୍ତି । ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME ) ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ସେ ଦାୟିତ୍ୱ ଗ୍ରହଣ କରିବା ସହ କାର୍ଯ୍ୟ ଆରମ୍ଭ କରିଛନ୍ତି ପ୍ରତାପ ଷଡଙ୍ଗୀ।
ପଢନ୍ତୁ: ଇସ୍ରୋ ଯିବେ ଓଡିଶାର ୨୦ ଜଣ ଯୁବ ଜ୍ୟୋତିର୍ବିଜ୍ଞାନୀ

Related posts

ବିରୋଧୀଙ୍କୁ ମୋଦୀଙ୍କ ପରାମର୍ଶ : ରାଜନୀତି ପାଇଁ ଦେଶକୁ ଦୁର୍ବଳ କରନି

Ratnamani Moharana

ଆଜି ଆକାଶବାଣୀ ରେଡିଓରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ନରେନ୍ଦ୍ର ମୋଦି

Ratnamani Moharana

ଏକ୍‌ଜିଟ୍‌ ପୋଲ୍‌: ଓଡିଶାରେ ବିଜେଡ଼ିକୁ ମିଳିବ ଅଧିକ ସିଟ

Ratnamani Moharana

1 comment

Leave a Comment