News

ଜମ୍ମୁ-କଶ୍ମୀରରେ ହେବନି ବିଧାନସଭା ନିର୍ବାଚନ

eleionsct

ନିର୍ବାଚନ କମିଶନ ଲୋକସଭା ନିର୍ବାଚନ ସହିତ କେତେକ ରାଜ୍ୟର ବିଧାନସଭା ନିର୍ବାଚନ କରିବାକୁ ଘୋଷଣା କରିଛନ୍ତି। କିନ୍ତୁ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଲାଗି ଘୋଷଣା କରିନାହାନ୍ତି। ଲୋକ ସଭା ନିର୍ବାଚନ ସହ ଜମ୍ମୁ-କଶ୍ମୀର ମଧ୍ୟ ହେବନି ବିଧାନସଭା ନିର୍ବାଚନ।

ନିର୍ବାଚନ କମିଶନ ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିବା ପରେ ଏବେ ଜମ୍ମୁରେ ବିଧାନସଭା ନିର୍ବାଚନ ପାଇଁ ଠିକ୍‌ ସମୟ ନୁହେଁ ବୋଲି ଅନୁଭବ କରିଥିଲେ। ତେଣୁ ସେଠାରେ କେବଳ ଲୋକ ସଭା ନିର୍ବାଚନ ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ବିଧାନସଭା ନିର୍ବାଚନ କରା ନ ଯିବାକୁ ନେଇ ବିଭିନ୍ନ ଦଳ ପକ୍ଷରୁ ସମାଲୋଚନା ଆରମ୍ଭ ହୋଇଯାଇଛି।

ଅନ୍ୟପଟେ ଏହାକୁ ନେଇ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଓ ପିଡିପି ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଛନ୍ତି।

ପଢନ୍ତୁ;ଭୂମିକମ୍ପ ଝଟକାରେ ଥରିଲା ଆଣ୍ଡାମାନ

Related posts

୭ ରାଜ୍ୟ ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତ କଲେ ରାଷ୍ଟ୍ରପତି! ଜାଣନ୍ତୁ କେଉଁ ରାଜ୍ୟରେ କିଏ?

ENO Beuro

ସରକାରଙ୍କ ନୂଆ ନିୟମ;ବାପା-ମାଆଙ୍କ ସେବା କରିବାକୁ ସନ୍ତାନମାନେ ବାଧ୍ୟ ,ନ ହେଲେ ଦେବାକୁ ପଡିବ ଟଙ୍କା

ENO Beuro

ଢେଙ୍କାନାଳ:ଗ୍ୟାରେଜରେ ଅଗ୍ନିକାଣ୍ଡ,ଜଳିଗଲା ଦୁଇଟି ବସ

ENO Beuro

Leave a Comment