ତାମିଲନାଡୁର ୯ ଜଣ ISRO ବୈଜ୍ଞାନିକଙ୍କୁ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କଲେ ତାମିଲନାଡୁ ସରକାର
ଭାରତର ବହୁପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରାଯାନ-3’ ର ଐତିହାସିକ ସଫଳତା ସହ ଭାରତ ଏବେ ମହାକାଶ ଗବେଷଣା କ୍ଷେତ୍ରରେ ବିଶ୍ବରେ ଅଗ୍ରଣୀ ରାଷ୍ଟ୍ର ।
Loading...
କୋଭିଡ ପରଠୁ ରେଳବାଇ ବିଭାଗ ପକ୍ଷରୁ ୨୦୨୦ରେ ବରିଷ୍ଠ ନାଗରିକଙ୍କୁ ଟିକଟରେ ରିହାତ ଦେବା ବନ୍ଦ କରାଯାଇଥିଲା । ସ୍ଥିତି ସ୍ୱାଭାବିକ ହେବା ପରେ ମଧ୍ୟ ରିହାତି ବ୍ୟବସ୍ଥା ପୁର୍ନବାର କାହିଁକି ଲାଗୁ କରାଯାଉ ନାହିଁ ବୋଲି ସଂସଦଦରେ ପ୍ରଶ୍ନ କରିଥିଲେ ମହାରାଷ୍ଟ୍ର ସାଂସଦ ନବନୀତ ରାଣା ।
ବରିଷ୍ଠ ନାଗରିକଙ୍କୁ ଟ୍ରେନ ଟିକେଟରେ ମିଳୁଥିବା ରିହାତି ଏବେ ମିଳିବ ନାହିଁ । ଏହି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କୋଭିଡ ପରଠୁ ରେଳବାଇ ବିଭାଗ ପକ୍ଷରୁ ୨୦୨୦ରେ ବରିଷ୍ଠ ନାଗରିକଙ୍କୁ ଟିକଟରେ ରିହାତ ଦେବା ବନ୍ଦ କରାଯାଇଥିଲା । ସ୍ଥିତି ସ୍ୱାଭାବିକ ହେବା ପରେ ମଧ୍ୟ ରିହାତି ବ୍ୟବସ୍ଥା ପୁର୍ନବାର କାହିଁକି ଲାଗୁ କରାଯାଉ ନାହିଁ ବୋଲି ସଂସଦଦରେ ପ୍ରଶ୍ନ କରିଥିଲେ ମହାରାଷ୍ଟ୍ର ସାଂସଦ ନବନୀତ ରାଣା । ହେଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର ସିଧା ସଳଖ ଉତର ଦେବା ବଦଳରେ ରେଳବାଇ କେଉଁ କାମରେ କେତେ ଖର୍ଚ୍ଚ ହେଉଛି ତାହାର ବିବରଣୀ ଦେଇଥିଲେ । ଆଗକୁ ଦରକାର ହେଲେ ନୂଆ ପଦକ୍ଷେପ ନିଆଯିବ, ରେଳବାଇର ସ୍ଥିତି କଣ ରହିଛି ତାହା ଲୋକମାନେ ଜାଣିବା ଦରକାର ବୋଲି କହିଛନ୍ତି ରେଳ ମନ୍ତ୍ରୀ ।
Shakespeare, in the beautiful garden, among the party. Some of the hall: in fact she was ever to.
ଭାରତର ବହୁପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରାଯାନ-3’ ର ଐତିହାସିକ ସଫଳତା ସହ ଭାରତ ଏବେ ମହାକାଶ ଗବେଷଣା କ୍ଷେତ୍ରରେ ବିଶ୍ବରେ ଅଗ୍ରଣୀ ରାଷ୍ଟ୍ର ।
ଭୁବନେଶ୍ୱର ଲୋକସେବା ଭବନରେ ନିଆଁ ଲାଗିଛି । ଲୋକସେବା ଭବନର ରାଜସ୍ୱ ବିଭାଗ କୋଠାରେ ନିଆଁ ଲାଗିଥିବାର ସୂଚନା ମିଳିଛି ।
ପାର୍କିଂ ବ୍ୟବସ୍ଥାକୁ ନେଇ ତିନିଦିନ ଧରି ବନ୍ଦ ରହିଥିବା ୟୁନିଟ୍-୧ ହାଟ ମଙ୍ଗଳବାର ଖୋଲିବାକୁ ଯାଉଛି। ଆଜି ଏଠାରେ ଥିବା ୯ଟି ସଂଘର କର୍ମକର୍ତ୍ତା ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସହ ରାତିରେ ଆଲୋଚନା କରିବା ପରେ ବିଧାୟକ ହସ୍ତକ୍ଷେପ କରିଛନ୍ତି।