• Home
  • News
  • ଚନ୍ଦ୍ରବାବୁ ନାଇଡୁଙ୍କ ନା’ରେ ଜାରି ହେଲା ଗିରଫଦାରୀ
News

ଚନ୍ଦ୍ରବାବୁ ନାଇଡୁଙ୍କ ନା’ରେ ଜାରି ହେଲା ଗିରଫଦାରୀ

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ର ବାବୁ ନାଇଡୁଙ୍କ ନାଁରେ ଜରିହେଲା ୱାରେଣ୍ଟ । ୮ ବର୍ଷ ତଳର ଏକ ମାମଲାକୁ କେନ୍ଦ୍ର କରି ମହାରାଷ୍ଟ୍ର ଧର୍ମାବାଦ କୋର୍ଟ ଏହି ଗିରଫ ପରୱାନା ଜାରି କରିଛି।

ତେଲଗୁ ଦେଶମ ପାର୍ଟିର ସୂଚନା ମୁତାବକ ମହାରାଷ୍ଟ୍ରର ଧର୍ମାବାଦ ମାଜିଷ୍ଟ୍ରେଟ କୋର୍ଟ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ, ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ଡି. ଉମାଶଙ୍କର ରାଓ ଏବଂ ଅନ୍ୟ ୧୪ ଜଣଙ୍କ ନାମରେ ୱାରେଣ୍ଟ ଜାରି କରିଛନ୍ତି । ଏମାନଙ୍କୁ ଆସନ୍ତା ୨୧ ତାରିଖରେ କୋର୍ଟରେ ହାଜର ହେବାକୁ ମଧ୍ୟ ମାଜିଷ୍ଟ୍ରେଟ୍‌ ନିର୍ଦ୍ଦେଶ ଦେଇଛନ୍ତି।

naidu ନାଇଡୁ ଚନ୍ଦ୍ରବାବୁ ନାଇଡୁଙ୍କ ନା’ରେ ଜାରି ହେଲା ଗିରଫଦାରୀ naidu

ତେବେ ଏହି ଘଟଣାକୁ ଟିଡିପି ପକ୍ଷରୁ ନିନ୍ଦା କରାଯାଇଛି । ରାଜନୈତିକି ଉଦ୍ଦେଶ୍ୟ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କର ଏହା ଏକ ଷଡ଼ଯନ୍ତ୍ର ବୋଲି ଟିଡିପି ମୁଖପାତ୍ର କହିଛନ୍ତି।

ପଢନ୍ତୁ; ଆଜି ଓଡିଶା ଆସୁଛନ୍ତି ଦିଶା ପଟାନୀ

Related posts

ସରିଲା ରତ୍ନଭଣ୍ଡାର ଯାଞ୍ଚ କିନ୍ତୁ ଫିଟି ପାରିଲାନି ସଠିକ ରହସ୍ୟ

Krishna Kumar Manoj

୨୦୧୫ ଦଙ୍ଗା ମାମଲା: ହାର୍ଦ୍ଦିକ୍‌ ପଟେଲ ଦୋଷୀ ସାବ୍ୟସ୍ତ,୨ ବର୍ଷ ଜେଲ

Krishna Kumar Manoj

ଗୋଟିଏ ସିରିଞ୍ଜ୍‌ ବ୍ୟବହାର କରି ରୋଗୀଙ୍କୁ ଇନ୍‌ଜେକ୍ସନ୍‌, ୪୦ ଜଣ ହେଲେ ଏଚ୍‌ଆଇଭି ଆକ୍ରାନ୍ତ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More