News

ଏବେ ଅହିଂସାର ପାଠ ପଢିବେ ଛାତ୍ରଛାତ୍ରୀ

70739074 395127727871961 6943253291878842368 N

ପିଲାଙ୍କୁ  ଦିଆଯିବ ଅହିଂସା ମନ୍ତ୍ର । ବାଲ୍ୟବସ୍ଥାରୁ ଅହିଂସା ମନ୍ତ୍ରରେ ଦୀକ୍ଷିତ ହେବେ ଛାତ୍ରଛାତ୍ରୀ । ରାଜ୍ୟର ୬୨ ଲକ୍ଷ ପିଲାଙ୍କୁ ଅହିଂସା ବାବଦରେ ଶିକ୍ଷା ଦିଆଯିବ ।ଅହିଂସା ଶଦ୍ଦ ସହ ଦେଶର ସ୍ୱାଧୀନତା ଓତପ୍ରୋତଃ ଭାବେ ଜଡ଼ିତ । ମହାତ୍ମାଗାନ୍ଧୀଙ୍କ ଅହିଂସା ମନ୍ତ୍ର ଯୋଗୁଁ ଦାସତ୍ୱରୁ ମୁକ୍ତ ହୋଇଥିଲା ଭାରତ । ଛାତ୍ରଛାତ୍ରୀମାନେ ମାନେ ମଧ୍ୟ ଏହି ମନ୍ତ୍ରରେ ଅଭିମନ୍ତ୍ରିତ ହୁଅନ୍ତୁ ବୋଲି ଗଣଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି ।

Village Recieved Students Protesting Against Rashpal Infrastructure 8a959a82 1bee 11e9 B190 A6170a1d34c9

ଆସନ୍ତା ଅକ୍ଟୋବର ୨ରେ ସାରା ଦେଶ ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମ ବାର୍ଷିକି ପାଳନ କରାଯିବ । ଛାତ୍ରଛାତ୍ରୀଙ୍କୁ ଗାନ୍ଧିଜୀଙ୍କ ମନ୍ତ୍ର ବିଷୟରେ ଶିକ୍ଷା ଦେବାପାଇଁ ରାଜ୍ୟ ସରକାର  ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି ।

ରାଜ୍ୟର  ସବୁ ସ୍କୁଲ, ବ୍ଲକ  ଓ ଜିଲ୍ଲା ସ୍ତରରେ ହେବ  ମହାତ୍ମାଗାନ୍ଧିଙ୍କ ଅହିଂସା ନେଇ  କ୍ୱିଜ, ତର୍କ, ପ୍ରବନ୍ଧ ଓ  ଚିତ୍ରାଙ୍କନ ପ୍ରତିଯୋଗିତା ।   ଚଳିତମାସ  ୧୬ରୁ ୧୮ ତାରିଖ ଯାଏଁ ଜିଲ୍ଲା ସ୍ତରରେ ୨୩ରୁ ୨୪ ତାରିଖ ଯାଏଁ ବ୍ଲକ ସ୍ତରରେ  ଓ ୨୭ ଓ ୨୮ ତାରିଖରେ ଜିଲ୍ଲା ସ୍ତରରେ ଏହି ପ୍ରତିଯୋଗିତା ହେବ ।  ଆଜି  ସ୍କୁଲ ଓ ଗଣଶିକ୍ଷା ବିଭାଗ  ଏହି ଘୋଷଣା କରିଛି ।

ପଢନ୍ତୁ: ଇରାକର ଆଇଏସ କ୍ୟାମ୍ପ ଉପରେ ଆମେରିକାର ଏୟାରଷ୍ଟ୍ରାଇକ

Related posts

ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣ ଖୋଜିବ ଡ୍ରୋନ

Ratnamani Moharana

ମୌସୁମୀ ଆଗମନରେ ଓଡିଶାରେ ଆରମ୍ଭ ହେଲାଣି ଝିପିଝିପି ବର୍ଷା

Ratnamani Moharana

ଇନ୍ଧନ ଶେଷ ହେବାର ମାତ୍ର ୫ ମିନିଟ୍‌ ପୂର୍ବରୁ ଲକ୍ଷ୍ନୌରେ ଅବତରଣ କଲା ଭିସ୍ତାରା ବିମାନ

Ratnamani Moharana

2 comments

ପୋର୍ଟେବୁଲ୍‌ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ ମିଶାଇଲର ସଫଳ ପରୀକ୍ଷଣ September 12, 2019 at 3:52 pm

[…] ଏବେ ଅହିଂସାର ପାଠ ପଢିବେ ଛାତ୍ରଛାତ୍ରୀ […]

ନୂଆ ମୋଟର ଯାନ ନିୟମକୁ କେତେ ମାନୁଛନ୍ତି ନେତା September 12, 2019 at 4:15 pm

[…] ଏବେ ଅହିଂସାର ପାଠ ପଢିବେ ଛାତ୍ରଛାତ୍ରୀ […]

Leave a Comment