26.1 C
Bhubaneswar
September 28, 2021
EnewsOdia.Com
ଦେଶ ବିଦେଶ ନ୍ୟୁଜ୍ ମନୋରଞ୍ଜନ

ଦେଶୀ ଅନ୍ଦାଜରେ ନଜର ଆସିବେ ନୋରା

ସବୁବେଳେ ଷ୍ଟାଇଲ ଓ ଅନ୍ଦାଜରେ ଦର୍ଶକଙ୍କୁ ଦିଓ୍ବାନା କରନ୍ତି ନୋରା ଫତେହି । ନୋରା ଫେତେହି , ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ’ଭୁଜ୍: ଦ ପ୍ରାଇଡ ଅଫ୍ ଇଣ୍ଡିଆ’ ରେ ଏକ ଖାସ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ।  ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ନୋରା ।  ଏହା ସହିତ ସେ କହିଛନ୍ତି ଯେ, ଜାଲିମା କୋକା କୋଲା କେବେ ରିଲିଜ୍ ହେବାକୁ ଯାଉଛି ।  ଇନଷ୍ଟାଗ୍ରାମରେ ସେ ସେୟାର କରିଥିବା ପୋଷ୍ଟକୁ ବେଶ ପସନ୍ଦ କରୁଛନ୍ତି ଫ୍ୟାନ୍ସ ।

ସେ ସେୟାର କରିଥିବା ପୋଷ୍ଟରେ ଜାଲିମା କୋକା କୋଲାର ତାଙ୍କର ଏକ ଲୁକ୍ ନେଖିବାକୁ ମିଳୁଛି । ଏଥିରେ ଲେଖା ଯାଇଛି ଯେ,ଏହି ଗୀତ  ୨୪ ଜୁଲାଇରେ ରିଲିଜ୍ ହେବାକୁ ଯାଉଛି । ଟି-ସିରିଜ୍ ଦ୍ବାରା ଏହା ରିଲିଜ୍ କରାଯାଉଛି ।  ଏହା ସହିତ ସେ ଲେଖିଛନ୍ତି ଯେ,ଆମ ସହ ଯୋଡି ରୁହନ୍ତୁ  । ଜାଲିମା  ।  ମୁଁ ଆସୁଛି । ୨୪ ଜୁଲାଇରେ ଗୀତ ରିଲିଜ୍ ହେବ  ।

ପଢନ୍ତୁ: ଅଗଷ୍ଟ ୧୫ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ବନ୍ଦ ଲାଲ କିଲ୍ଲା

Related posts

ଏବେ କରୋନା ଭାଇରସରୁ ରକ୍ଷା କରିବ Be A Batman ସୁଟ୍‌

Ratnamani Maharana

ଗାଡି ଚାଳକଙ୍କ ପାଇଁ ସତର୍କ ଘଣ୍ଟି, ମାର୍ଚ୍ଚ ପହିଲାରୁ ପୁଣି ଜୋରଦାର ହେବ ଟ୍ରାଫିକ୍ କଟକଣା

Ratnamani Maharana

ଚୀନରେ ଏସଏଆରଏସ ଭାଇରସ ଆତଙ୍କ, ଭାରତ ପାଇଁ ସତର୍କ ଘଣ୍ଟି

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More