LIFESTYLE

ରାତିରେ ଲାଇଟ୍ ଲଗାଇ ଶୋଇବାକୁ ଯାଉଛନ୍ତିକି! ଜାଣନ୍ତୁ ଏହାର କୁପରିମାଣ ସମ୍ପର୍କରେ

390131

ପ୍ରାୟ ସମସ୍ତେ ରାତିରେ ଲାଇଟ୍ ବନ୍ଦ କରି ଶୋଇବା ପାଇଁ ପସନ୍ଦ କରନ୍ତି । କିନ୍ତୁ ବହୁତ ଅଳ୍ପ ଲୋକ ଥାଆନ୍ତି ଯେଉଁମାନେ ରାତିରେ ଲାଇଟ୍ ଜଳାଇ ଶୋଇବାକୁ ଭଲ ପାଆନ୍ତି । ଯଦି ଏପରି କରୁଛନ୍ତି, ତେବେ ତୁରନ୍ତ ଏ ଅଭ୍ୟାସ ଛାଡନ୍ତୁ । କାରଣ ରାତିରେ ଲାଇଟ୍ ଜଳାଇ ଶୋଇବା ଶରୀର ପ୍ରତି କ୍ଷତିକାରକ । ଆସନ୍ତୁ ଜାଣିବା ଏପରି ଶୋଇବା ଦ୍ୱାରା କି ସମସ୍ୟା ହୋଇଥାଏ ।

୧) ଶୋଇବା ବେଳେ ଲାଇଟ୍ ଜଳାଇ ରଖନ୍ତି ଏହାର ସିଧା ପ୍ରଭାବ ଆମ ମସ୍ତିଷ୍କ ଓ ଆଖି ଉପରେ ପଡିଥାଏ । ଯଦି ରାତିରେ କମ୍ପ୍ୟୁଟରରେ କାମ କରୁଥିବେ କିମ୍ୱା ସ୍ୱଳ୍ପ ଆଲୁଅରେ ପାଠ ପଢ଼ୁଥିବେ ତେବେ ଆପଣ ଚାପଗ୍ରସ୍ତ ହୋଇପାରନ୍ତି । ଫଳରେ ମୁଣ୍ଡବ୍ୟଥା ଓ ଆଖିରେ ଜଳାପଡ଼ା ସମସ୍ୟା ଦେଖା ଦେଇପାରେ ।

୨) ଘର ଭିତରେ ଆଲୁଅ ଆଖି ଉପରେ ପ୍ରଭାବ ପକାଇଥାଏ। ନିଦ ଠିକ୍ ରେ ହୋଇ ନଥାଏ। ବାରମ୍ୱାର ନିଦ ଭାଙ୍ଗି ଯାଇଥାଏ । ଏହାର ସିଧା ପ୍ରଭାବ ନିଦ ପରେ ପଡ଼ିଥାଏ । ଫଳରେ ନିଦ୍ରାହିନତା ପରି ସମସ୍ୟା ସୃଷ୍ଟି ହେବା ସହ ଦୁର୍ବଳତା ଅନୁଭବ ହୋଇଥାଏ । ଏହାସହ ମସ୍ତିଷ୍କ ଉପରେ ଚାପ ପଡିଥାଏ । ଯାହା ହୃଦଘାତ ଓ ରକ୍ତଚାପ ବୃଦ୍ଧି ପରି ସମସ୍ୟା ସୃଷ୍ଟି କରିଥାଏ ।

ପଢନ୍ତୁ: ବର୍ଷାଦିନେ ଭୁଲରେ ବି ଖାଆନ୍ତୁ ନାହିଁ ବାଇଗଣ: ଜାଣନ୍ତୁ ଏହାର ସମସ୍ୟା ସମ୍ପର୍କରେ

Related posts

ଅତ୍ୟଧିକ ସୁଗାର ଫ୍ରୀ ବଟିକା ମଧୁମେହ ରୋଗୀଙ୍କ ପାଇଁ ହେଇପାରେ ହାନିକାରକ

ENO Beuro

ଜୀରା ଚା’ ପିଇବା ଦ୍ଵାରା ଆମକୁ କ’ଣ ଲାଭ ମିଳିଥାଏ ଜାଣନ୍ତୁ?

ENO Beuro

ଲିଭର୍ ସମସ୍ୟା ହୋଇଛି କି ? ତେବେ ପ୍ରତିଦିନ ପିଅନ୍ତୁ ଏହି ସବୁ ଜୁସ

ENO Beuro

Leave a Comment