ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଥିବା ବେଳେ ଶୁକ୍ରବାର ଠାରୁ ଟଙ୍କା ବଣ୍ଟା ଆରମ୍ଭ ହୋଇଛି ।
ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଥିବା ବେଳେ ଶୁକ୍ରବାର ଠାରୁ ଟଙ୍କା ବଣ୍ଟା ଆରମ୍ଭ ହୋଇଛି । ସେହିପରି ସାହି ସାହିରେ ଭୋଜି ଭାତ ହେଉଥିବା ଜଣାପଡ଼ିଛି । ବିଭିନ୍ନ ପ୍ରାର୍ଥୀ ମାନେ ଘରକୁ ଘର ବୁଲି ନୋଟ୍ ଦେଇ ଭୋଟ ମାଗୁଛନ୍ତି। ଏପରିକି ଅନେକ ସାହିକୁ ସାହିରେ ଭୋଜି ଭାତ ନିମନ୍ତେ ଟଙ୍କା ବଣ୍ଟାଯାଉଛି । ଅବଶ୍ୟ ସ୍ବାଭିମାନୀ ଭୋଟରଙ୍କୁ ପ୍ରାର୍ଥୀମାନେ ଟଙ୍କା ବାଣ୍ଟିବାକୁ ସକ୍ଷମ ହୋଇ ପାରୁ ନାହାନ୍ତି, ତେବେ ଅନେକ ଶିକ୍ଷତ ଓ ଥିଲା ବାଲାମାନେ ମଧ୍ୟ ଟଙ୍କା ନେଉଥିବା ପରିଲକ୍ଷିତ ହେଉଛି। ଏଥି ମଧ୍ୟରେ ବିଭିନ୍ନ ବର୍ଗର ଭୋଟର ଅଛନ୍ତି, କେଉଁ ମାନେ ନିର୍ଦ୍ଧିଷ୍ଟ ପ୍ରାର୍ଥୀ ମାନଙ୍କ ଠାରୁ ସେମାନଙ୍କୁ ଭୋଟ ଦେବା ପାଇଁ ପ୍ରତିଶ୍ରୁତି ଦେଇ ଟଙ୍କା ନେଉଥିବା ବେଳେ ଆଉ କିଛି ଭୋଟର ଅଛନ୍ତି ଯେଉଁମାନେ ସମସ୍ତଙ୍କ ଠାରୁ ପଇସା ନେଇ ସେମାନଙ୍କ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବା ଚକରରେ ଅଛନ୍ତି। ସେହିପରି ଅନ୍ୟ ଏକ ବର୍ଗର ଭୋଟର ଅଛନ୍ତି ସେମାନେ କାହାଠାରୁ ଟଙ୍କା ନିଅନ୍ତି ନାହିଁ କିମ୍ବା ସେମାନଙ୍କୁ ଟଙ୍କା ଦେଇ କୌଣସି ପ୍ରାର୍ଥୀ ମାନେ ପ୍ରଲୋଭିତ କରିବାକୁ ସାହାସ କରନ୍ତି ନାହିଁ, ଏମାନଙ୍କ ସଂଖ୍ୟା ବର୍ତ୍ତମାନ ନଗଣ୍ୟ । ତେବେ ମୋଟାମୋଟି ଭାବେ ବର୍ତ୍ତମାନ ନୋଟ୍ ବାଣ୍ଟି ଭୋଜି ଭାତ ପାଇଁ ପଇସା ଦେଇ ଭୋଟରଙ୍କୁ କିଣି ନିର୍ବାଚନ ବୈତରଣୀ ପାର ହେବାକୁ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।