POLITICALS

ପ୍ରକାଶ ପାଇଲା ଶେଷ ପର୍ଯ୍ୟାୟ ଭୋଟ ବିଜ୍ଞପ୍ତି: ୬ ଲୋକସଭା, ୪୨ ବିଧାନସଭା ଆସନରେ ହେବ ଭୋଟ

ଓଡ଼ିଶାରେ ୪ର୍ଥ ପର୍ଯ୍ୟାୟ  ତଥା ଶେଷ ପର୍ଯ୍ୟାୟ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ୬ଲୋକସଭା ୪୨ ବିଧାନସଭା  ପାଇଁ ଭାରତ ନିର୍ବାଚନ କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ୬ଟି ଲୋକସଭା ଆସନ ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ଜଗତ୍‌ସିଂହପୁର ରହିଛି। ଏପ୍ରିଲ ୨ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଏହିସବୁ ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ  ପାଇଁ ଦିନ ଧାର୍ଯ୍ୟ କରାଯାଇଛି ଏପ୍ରିଲ ୯ ତାରିଖରେ ନାମାଙ୍କନ  ଦାଖଲର ଶେଷ ତାରିଖ ରହିଛି । ୧୦ ତାରିଖରେ ନାମାଙ୍କନ ଯାଞ୍ଚ  ହେବ । ୧୨ ତାରିଖ ରହିଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ।

ଏପ୍ରିଲ ୨୯ରେ ଶେଷ ପର୍ଯ୍ୟାୟ ଭୋଟିଂ  ହେବ। ମେ ୨୩ରେ ଓଡିଶା ବିଧାନସଭା ସମେତ ଲୋକସଭା ଆସନର ନିର୍ବାଚନ ଫଳାଫଳ ଘୋଷଣା ହେବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ କମିଶନ।
ପଢନ୍ତୁ; କଂଗ୍ରେସର ୬୮୭ଟି ପେଜକୁ ଡ଼ିଲିଟ କଲା ଫେସବୁକ

Related posts

ଇସ୍ତଫା ଜିଦରେ ରାହୁଲ, କଂଗ୍ରେସର ଅଧକ୍ଷ ମଙ୍ଗ ଧରିବ କିଏ?

Ratnamani Moharana

ନିର୍ବାଚନ ଲଢିବା ପ୍ରସଙ୍ଗରେ ଏହା କହିଲେ ବଲିଉଡ ଅଭିନେତ୍ରୀ କରୀନା

ENO Beuro

ସାଂସଦ ପଦରୁ ଇସ୍ତଫା ଦେଲେ ବୈଜୟନ୍ତ ପଣ୍ଡା

ENO Beuro

Leave a Comment