News

ଏବେ ମଲରେ ମିଳିବ ପେଟ୍ରୋଲ

Untitled 1

ଭାରତୀୟ  ବଜାରରେ ଇନ୍ଧନ  ବିକ୍ରି ବ୍ୟବସ୍ଥାରେ ଆସିବା ବ୍ୟାପକ ପରିବର୍ତ୍ତନ। ଗ୍ରାହକ କେବଳ ପେଟ୍ରୋଲ ପମ୍ପରେ ନୁହେଁ, ମଲ ଓ ସୁପର ମାର୍କେଟ  ଭଳି ସ୍ଥାନରୁ ମଧ୍ୟ ପେଟ୍ରୋଲ, ଡିଜେଲ ଓ ଅନ୍ୟ ଇନ୍ଧନ କିଣିପାରିବେ ଗ୍ରାହକ। ଏଥିପାଇଁ ସଡ଼କ ଇନ୍ଧନ ବ୍ୟବସାୟ କ୍ଷେତ୍ରରେ ବଡ ସଂସ୍କାର ଆଣିବାକୁ ଯାଉଛନ୍ତି। ଦୁଇ ଦଶନ୍ଧିର ପୁରୁଣା ନିୟମକୁ ବଦଳାଇ ସରକାର ବ୍ୟବସାୟୀ ଓ ଗ୍ରହକଙ୍କୁ ସୁହାଇଲାଭଳି ସଂସ୍କାର ଆଣିବେ ସରକାର। ସୂଚନାମୁତାବକ ସରକାର ଏ ପ୍ରସଙ୍ଗରେ ଏକ ଚିଠା ପ୍ରସ୍ତୁତ କରୁଛନ୍ତି।

ସୁଚନାଯୋଗ୍ୟ, ଖୁଚୁରା ଇନ୍ଧନ ବିକ୍ରି ପାଇଁ ପ୍ରାଥମିକ ନିବେଶ ରାଶି ଅତ୍ୟଧିକ ରହିଛି। ଫଳରେ ଅନେକ ବିଦେଶୀ କମ୍ପାନୀ ଲାଇସେନ୍ସ ପ୍ରାପ୍ତ  ପାଇବାରୁ ବଞ୍ଚିତ ରହୁଛନ୍ତି। ଦେଶରେ ଆର୍ଥିକ ବର୍ଷରେ ପେଟ୍ରୋଲ ଚାହିଦା ୮% ବଢିଥିବାବେଳେ ଡିଜେଲ ୩% ଓ ବିମାନ ତେଲ ଚାହିଦା ୯% ବଢିଛି।

ପଢନ୍ତୁ: ଏଣିକି ଓଡିଶାର ସମସ୍ତ ବସ୍‌ଷ୍ଟାଣ୍ଡରେ ମିଳିବ ୱାଇଫାଇ ସୁବିଧା

Related posts

ମରାଠାକୁ ଶୀଘ୍ର ମିଳିବ ସଂରକ୍ଷଣ

ENO Beuro

ଓଡିଶା ଆସିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌

ENO Beuro

ଆଜି ନୂଆ ପୋଲିସ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବେ ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମା

ENO Beuro

Leave a Comment