Loading...

ଟ୍ବିଟର ଭଳି ଏଣିକି ଜି-ମେଲ୍‌ ରେ ବି ମିଳିବ ବ୍ଲୁ ଟିକ୍ ସୁବିଧା

ଟ୍ବିଟର ଭଳି ଏଣିକି ଜି-ମେଲ୍‌ ରେ ବି ମିଳିବ ବ୍ଲୁ ଟିକ୍ ସୁବିଧା

ଲୋକପ୍ରିୟ ଇ-ମେଲ୍‌ ସେବା ଜି-ମେଲ୍‌ ଆଇଡିକୁ ଖୁବ୍‌ଶୀଘ୍ର ଟ୍ବିଟର ଭଳି ବ୍ଲୁ-ଟିକ୍ ମିଳିବ। ଅସଲି ଆକାଉଣ୍ଟ୍‌ଗୁଡ଼ିକୁ ବ୍ଲୁ-ଟିକ୍ ମିଳିବ। ଫଳରେ ଲୋକମାନେ କେଉଁ ଆଇଡି ଅସଲି ଓ କେଉଁଟି ନକଲି ତାହା ସହଜରେ ଜାଣିପାରିବେ।

ଲୋକପ୍ରିୟ ଇ-ମେଲ୍‌ ସେବା ଜି-ମେଲ୍‌ ଆଇଡିକୁ ଖୁବ୍‌ଶୀଘ୍ର ଟ୍ବିଟର ଭଳି ବ୍ଲୁ-ଟିକ୍ ମିଳିବ। ଅସଲି ଆକାଉଣ୍ଟ୍‌ଗୁଡ଼ିକୁ ବ୍ଲୁ-ଟିକ୍ ମିଳିବ। ଫଳରେ ଲୋକମାନେ କେଉଁ ଆଇଡି ଅସଲି ଓ କେଉଁଟି ନକଲି ତାହା ସହଜରେ ଜାଣିପାରିବେ। ଗୁଗୁଲ୍ ଖୁବ୍‌ଶୀଘ୍ର ଏହି ସୁବିଧା ପ୍ରଦାନ କରିବ। କଂପାନି ଏହାର ଅଫିସିଆଲ ବ୍ଲଗ୍‌ ପୋଷ୍ଟ୍‌ରେ ଏହି ସୂଚନା ଦେଇଛି।ଏହି ସୁବିଧା ଦ୍ବାରା ‌ବ୍ୟବହାରକାରୀମାନେ ସ୍ପାମ୍ ଇ-ମେଲ୍‌ଗୁଡ଼ିକୁ ସହଜରେ ଚିହ୍ନଟ କରିପାରିବେ ଏବଂ ସେଗୁଡ଼ିକୁ ରୋକିପାରିବେ। ଏହା ଦ୍ବାରା ଜି-ମେଲ୍ ଉପରେ ବ୍ୟବହାରକାରୀଙ୍କ ବିଶ୍ବାସ ବଢ଼ିବ ଓ ସମସ୍ତଙ୍କ ପାଇଁ ଏକ ଉନ୍ନତ ଇ-ମେଲ୍ ବ୍ୟବସ୍ଥା ସୃଷ୍ଟି ହୋଇପାରିବ ବୋଲି ଗୁଗୁଲ୍ କହିଛି। ଅସଲି ଆଇଡିକୁ ବ୍ଲୁ ଟିକ୍ ଭଳି ଚିହ୍ନ ପ୍ରଦାନ କରିବାର ପ୍ରକ୍ରିୟାକୁ ଜି-ମେଲ୍‌ ୨୦୨୧ରେ ଆରମ୍ଭ କରିଥିଲା। ଏହା ପୂର୍ବରୁ ତାହାର ପରୀକ୍ଷଣ କରାଯାଇଥିଲା। ବୁଧବାରଠାରୁ କଂପାନି ଏହି ସୁବିଧା ଆରମ୍ଭ କରିଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.