News

ଶେଷ ହେବ ପୁରୁଷଙ୍କର ଦଶନ୍ଧି, ଏବେ ମହିଳା ମଧ୍ୟ ଚଲାଇବେ ସରକାରୀ ଗାଡି

Untitled 1

କେରଳ ସରକାର ମହିଳାଙ୍କୁ ପୁରୁଷଙ୍କ ସହିତ ସମକକ୍ଷ ଅଧିକାର  ମାମଲାରେ ବଡ ନିଷ୍ପତ୍ତି ନେଇଛନ୍ତି। ମହିଳା ମଧ୍ୟ କୌଣସି କାର୍ଯ୍ୟରେ କମ୍‌ ନୁହେଁ ବୋଲି ତାହା ସେ ଏଠାରେ ପ୍ରମାଣ କରି ଦେଖାଇଛନ୍ତି। ରାଜ୍ୟରେ ସାର୍ବଜନିକ କ୍ଷେତ୍ରର ପ୍ରତିଷ୍ଠାନରେ ଏବେ ମହିଳା ଚାଳକଙ୍କୁ ମଧ୍ୟ ସୁଯୋଗ ଦିଆଯିବ।ମୁଖ୍ୟମନ୍ତ୍ରୀ ପି ବିଜୟନଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀମଣ୍ଡଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସରକାରଙ୍କ ନିଷ୍ପତ୍ତିରେ ମହିଳାମାନେ ପୁରୁଷ ମାନଙ୍କର ବରାବର ହୋଇପାରିବେ।

ସରକାର ନିକଟରେ ପୋଲିସ ବଳରେ ମହିଳାଙ୍କର ପ୍ରତିନିଧିତ୍ୱ ବଢ଼ାଇବା ପ୍ରୟାସରେ ୫୫୦ରୁ ଅଧିକ ସଦସ୍ୟଙ୍କ ସହିତ ପ୍ରଥମ ମହିଳା ବାଟାଲିୟନ  ଗଠନ କରାଯାଇଥିଲା।

ପଢନ୍ତୁ: ରାତାରାତି ଷ୍ଟାର ବନିଥିବା ରାନୁ ବଲିଉଡର ହିମେଶ ରେସମିୟାଙ୍କ ସହିତ ଗାଇଲେ ପ୍ରଥମ ଗୀତ

Related posts

ସ୍ୱର୍ଣ୍ଣପଦକର ସ୍ଵପ୍ନ ଦେଖୁଥିବା ଶିକ୍ଷାର୍ଥୀମାନେ ଶାକାହାରୀ ହେବା ପାଇଁ ବାଧ୍ୟ : ପୁଣେ ବିଶ୍ୱବିଦ୍ୟାଳୟ

ENO Beuro

ଆକାଂକ୍ଷିତ ଜିଲ୍ଲା ଗସ୍ତ କରିବେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ଅଧିକାରୀ

ENO Beuro

କେନାଲକୁ ଖସିଲା ସ୍କୁଲ ଭ୍ୟାନ୍,ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ENO Beuro

1 comment

ତାମିଲନାଡୁରେ ହାଇଆଲର୍ଟ : ତାମିଲନାଡ଼ୁରେ ଲସ୍କର-ଇ- ତଏବାର ୬ ଜଣ ଆତଙ୍କବାଦୀଙ୍କ ପ୍ରବେଶ August 23, 2019 at 4:35 pm

[…] ଶେଷ ହେବ ପୁରୁଷଙ୍କର ଦଶନ୍ଧି, ଏବେ ମହିଳା ମଧ… […]

Leave a Comment