News

ରାଜଧାନୀରେ ସରକାରୀ କ୍ଵାଟର୍ସରେ ଚାଲିଥିଲା ବନ୍ଧୁକ କାରଖାନା

ସରକରୀ କ୍ଵାଟର୍ସରେ ଚାଲିଥିଲା ବନ୍ଧୁକ କାରଖାନା। ସେବି ରାଜଧାନୀ ଭୁବନେଶ୍ଵରରେ । ଦୀର୍ଘ ୧୦ ବର୍ଷ ଧରି ସରକାରୀ କ୍ଵାଟର୍ସରେ ବନ୍ଧୁକ ଓ ବୋମା ତିଆରିର ଟେର ପାଉନଥିଲା କମିଶନର ପୋଲିସ ୟୁଟ୍ୟୁବରୁ ପ୍ରସ୍ତୁତି ପ୍ରଣାଳି  ଦେଖି ପିସ୍ତଲ ତିଆରି ଚାଳଇଥିଲା ଜଣେ ସରକାରୀ କର୍ମଚାରୀ  , ତାପୁଣି ଏକ ସରକାରୀ କ୍ବାଟରରେ । ଓୟୁଏଟି  ଗେଷ୍ଟ ହାଉସ ପଛପଟେ ଥିବା ଓ୍ବାନ ଆର ୧/୬ କ୍ବାଟରରେ ପୋଲିସ ପୋଡଶୀଙ୍କ ସୂଚନା ଅନୁସାରେ ଗତକାଲି ରାତିରେ ଚଢାଉ କରିଥିଲା । ଘଟଣା ସେତିକିବେଳେ ପଦାକୁ ଆସିଥିଲା ଯେତେବେଳେ କ୍ବାଟର ଭିତରେ ବୋମା ଫୁଟିବାର ଶବ୍ଦ ବହାରକୁ ଶୁଭିଥିଲା ।

ୟୁଟ୍ୟୁବରୁ ଶିଖିଥିଲା ପିସ୍ତଲ ଓ ବୋମା ତିଆରି

ବଲାଂଗୀର ଜିଲ୍ଲା ପୁଞ୍ଜିଲାଲ ଘଟଣା  ପରେ ଏବେ ୟୁଟ୍ୟୁବରୁ ପ୍ରସ୍ତୁତି ପ୍ରଣାଳି  ଶିଖିଥିଲା ଅଭିଯୁକ୍ତ। ନୃସିଂହ ଖୋର୍ଧା ନିକଟ ତାପଙ୍ଗ ମୁଣ୍ଡିଆ ବେଗୁନିଆ ଓ କଳାପଥର ଅଞ୍ଚଳରୁ ବିଭିନ୍ନ ପ୍ରକାର ବାରୁଦ ସଂଗ୍ରହ କରୁଥିବା ସ୍ଵୀକାର କଲା। ନୃସିଂହଙ୍କ ନାଁରେ ମଧ୍ୟ ପୂର୍ବରୁ ଖଣ୍ଡିଗିରି ଥାନାରେ ୪ ଟି ସଙ୍ଗୀନ ମାମଲା ରହିଛି । ତେବେ ଏଭଳି ବନ୍ଧୁକ ତିଆରି ପାଇଁ ପରିବାର ଲୋକେ ନୃସିଂକଙ୍କୁ ବାରଣ କରି ଅସୁଥିଲେ ।

ପଢନ୍ତୁ: ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ: ଓଡିଶାରେ ମୌସୁମୀ ବର୍ଷା ସ୍ୱାଭାବିକ ରହିବ

Related posts

ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କୁ ମିଳିବ ଶ୍ରେଷ୍ଠ ସାମରିକ ସମ୍ମାନ ‘ବୀର ଚକ୍ର’

Ratnamani Moharana

ଇଲେକ୍ଟ୍ରୋନିକ୍‌ ଭୋଟିଙ୍ଗ୍‌ ମେସିନ୍‌ର ବଟନ୍‌ ଦାବିଲେ ଭୋଟ୍‌ ବିଜେପିକୁ ଯାଉଛି

ENO Beuro

ବିଚାରପତି ଲୋୟା ମାମଲା:ଏସଆଇଟି ତଦନ୍ତ ପାଇଁ ମନା କଲେ ସୁପ୍ରିମକୋର୍ଟ !

ENO Beuro

1 comment

Leave a Comment