CULTURES

ନୂଆଖାଇ ପାଇଁ ଆଜି ହେବ ଲଗ୍ନ ନିର୍ଘଂଟ

ପଶ୍ଟିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ଆଜି ଲଗ୍ନ  ନିର୍ଘଂଟ ହେବ। ଏଥିପାଇଁ ଆଜି ଅପରାହ୍ନ ୪ଟାରେ ସମ୍ବଲପୁର ଝାଡୁଆପଡ଼ାର ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ସଭା ବସିବ। ପାରମ୍ପରିକ ପୂଜାର୍ଚ୍ଚନା ପରେ ପଣ୍ଡିତମାନେ ପାଞ୍ଜି ଦେଖି ନୂଆଖାଇର ଲଗ୍ନ ସ୍ଥିର କରିବେ।

nua ସମ୍ବଲପୁର ନୂଆଖାଇ ପାଇଁ ଆଜି ହେବ ଲଗ୍ନ ନିର୍ଘଂଟ nua

ଆଜି ଅପରାହ୍ନ ୪ଟା ସମୟରେ ସମ୍ବଲପୁରର ଝାଡୁଆପଡାର ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ସଭା ବସିବ। ପଣ୍ଡିତମାନେ ପାରମ୍ପରିକ ପୂଜାର୍ଚ୍ଚନା ପରେ ପାଞ୍ଜି ଦେଖି ନୂଆଖାଇ ପର୍ବର ଲଗ୍ନ ସ୍ଥିର କରିବେ। ସବୁ ବର୍ଷ ଝାଡୁଆପଡାର ବ୍ରହ୍ମପୁରା ମନ୍ଦିରର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଜନ୍ମାଷ୍ଟମୀ ପରଦିନ ଅର୍ଥାତ ନନ୍ଦୋତ୍ସବ ଦିନ ନୂଆଖାଇ ପର୍ବ ନିମନ୍ତେ ଲଗ୍ନ ସ୍ଥିର ହୋଇଥାଏ। ଲଗ୍ନ ଅନୁସାରେ ଭାଦ୍ରବ ମାସ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିର ନିର୍ଦ୍ଧାରିତ ସମୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଇଙ୍କ ନିକଟରେ ପ୍ରଥମେ ନବାନ୍ନ ଲାଗି ହୋଇଥାଏ। ଏହାପରେ ଅନ୍ୟ ଦେବାଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ପ୍ରତ୍ୟେକ ଘରେ ସମସ୍ତେ ନୂଆ ଖାଇଥାନ୍ତି।

ପଢନ୍ତୁ; ଆପଣ ବି ଏହି ରାଶି ଅନ୍ତର୍ଭୁକ୍ତ ଅଟନ୍ତି କି ?ହୋଇପାରନ୍ତି ପ୍ରେମରେ ବିଫଳ

Related posts

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ

ENO Beuro

ଜାନୁଆରୀ ୧୧ରୁ ଆରମ୍ଭ ହେବ ବରଗଡ ଧନୁଯାତ୍ରା

ENO Beuro

ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା ! ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ବ୍ରତ ପାଳିବେ ବିବାହିତା ନାରୀ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More