ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
‘‘ମୁଁ ଜଣେ ମ୍ୟାରେଡ଼ ବ୍ୟାଚଲର | ଆପଣଙ୍କୁ ନିମନ୍ତ୍ରଣ ରହିଲା, ଆସିବେ ମୁଁ ଛାଡପତ୍ର(ଡିଭୋର୍ସ) ପାର୍ଟି ଦେବି |’’ ଓଲିଉଡ଼ ଅଭିନେତା ଅନୁଭବ ମହାନ୍ତି ଏସବୁ କହୁଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି |
‘‘ମୁଁ ଜଣେ ମ୍ୟାରେଡ଼ ବ୍ୟାଚଲର | ଆପଣଙ୍କୁ ନିମନ୍ତ୍ରଣ ରହିଲା, ଆସିବେ ମୁଁ ଛାଡପତ୍ର(ଡିଭୋର୍ସ) ପାର୍ଟି ଦେବି |’’ ଓଲିଉଡ଼ ଅଭିନେତା ଅନୁଭବ ମହାନ୍ତି ଏସବୁ କହୁଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି | ବାସ୍ତବରେ ଓଲିଉଡ଼ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିବାହବାର୍ଷିକୀ ଅବସରରେ ଓଡ଼ିଆ ସିନେ-ଜଗତର ଅନେକ ନାମିଦାମୀ ଅଭିନେତା/ଅଭିନେତ୍ରୀ, ପ୍ରଯୋଜକ, ସିନେପ୍ରେମୀ ଯୋଗ ଦେଇଥିଲେ | ସାଂସଦ ଅନୁଭବଙ୍କ ବ୍ୟତୀତ ଅଭିନେତା ଅରିନ୍ଦମ ଓ ଶ୍ରୀତମ ମଧ୍ୟ ଯୋଗ ଦେଇଥିଲେ | ତେବେ ମଞ୍ଚରେ ସଞ୍ଜୟଙ୍କ ସହ ହାଲକା ମୂଡ଼ରେ ଅନୁଭବ କହିବାର ଶୁଣିବାକୁ ମିଳିଥିଲା ଯେ, ‘ମୁଁ ଜଣେ ମ୍ୟାରେଡ଼ ବ୍ୟାଚଲର | ଆପଣଙ୍କୁ ନିମନ୍ତ୍ରଣ ରହିଲା, ଆସିବେ ମୁଁ ଛାଡପତ୍ର(ଡିଭୋର୍ସ) ପାର୍ଟି ଦେବି’ | ଏହାପରେ ଦର୍ଶକଙ୍କ ପଟରୁ କରତାଳି ଓ ହାସ୍ୟରୋଳ ଶୁଣାଯାଇଥିଲା।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।