Entertainment

ନିଜର ଯାଦୁକାରୀ ଷ୍ଟାଇଲିସ ଶୈଳୀରେ ଚାଲିଲେ ଅଭିନେତ୍ରୀ ନୁଶରତ ଭରୁଚା!

‘ଶୋନୁ କେ ଟିଟୁ କି ସୁଇଟି ‘ ସିନେମାରେ  ସୁଇଟି ଶର୍ମା ଚରିତ୍ରରେ ନଜର ଆସିଥିଲେ

ଅଭିନେତ୍ରୀ ନୁଶରତ ଭରୁଚା ଦର୍ଶକଙ୍କୁ ଯାଦୁକାରୀ ଷ୍ଟାଇଲସ୍ ଶୈଳୀରେ ରାମ୍ପରେ ବିମୋହିତ କରିଥିଲେ। ଅବସର ଥିବା ସନ୍ଧ୍ୟାରେ ଭୁବନେଶ୍ଵରରେ ବ୍ଲେଣ୍ଡର୍ସ ପ୍ରାଇଡ ମ୍ୟାଜିକାଲରେ ‘ ଷ୍ଟାଇଲ : ଭାବନା ଠାରୁ ଅଧିକ ‘ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମର ଆୟୋଜନ। କୁଟେନ୍ ବ୍ଲୁ ସହ ସଞ୍ଜିତା ଏବଂ ମ୍ୟୁଜିକର ଉଲେଖନୀୟ ପ୍ରଦର୍ଶନ ମାଧ୍ୟମରେ ସାଂପ୍ରତିକ ବିଟ ଏବଂ ଭାବପୂର୍ଣ ସଙ୍ଗୀତରେ ଦର୍ଶକଙ୍କୁ ବିମୋହିତ କରିଥିଲେ।

ରାମ୍ପରେ ଚାଲିବା ନେଇ ବେଶ୍ ଖୁସି ଥିଲେ ଅଭିନେତ୍ରୀ ନୁଶରତ। ଏହି ଅବସରରେ ସେ କହିଥିଲେ , ଅନେକ ଫିଲ୍ମରେ ଅଭିନୟ ମାଧ୍ୟମରେ ମୁଁ ଷ୍ଟାଇଲ୍ ସହିତ ଅନ୍ତରଙ୍ଗ ଭାବେ ଜଡିତ ହୋଇପାରିଛି।  ‘ଶୋନୁ କେ ଟିଟୁ କି ସୁଇଟି ‘ ସିନେମାରେ  ସୁଇଟି ଶର୍ମା ଚରିତ୍ରରେ ଅଭିନୟ କରିଥିଲେ। ଯିଏ ବଲିଉଡରେ ସଫଳତା ପରେ ସଫଳତାର ପାହାଚ ଚଢି ନିଜ ପତିଆର ଜାହିର କରିଛନ୍ତି।

ସିନେମା ‘ ଲଭ ସେକ୍ସ ଔର ଧୋକା ‘ , ‘ପ୍ୟାରକା ପଞ୍ଚନାମା -୨’ ଆଦି ସିନେମାରେ ଅଭିନୟ କରିଛନ୍ତି । ସେ ଅନେକ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି। ସ୍ୱଳ୍ପ ଦିନରେ ଲୋକପ୍ରିୟତାର ଶୀର୍ଷରେ ପହ୍ନଚିଥିବା ଅଭିନେତ୍ରୀ ନୁଶରତ ଭୁବନେଶ୍ଵର ଆସିଥିଲେ ବ୍ଲେଣ୍ଡର୍ସ ପ୍ରାଇଡ ମ୍ୟାଜିକାଲ ନାଇଟସର ‘ଷ୍ଟାଇଲ :ଭାବନା ଠାରୁ ଅଧିକ’ କାର୍ଯକ୍ରମରେ ଯୋଗଦେବାକୁ। ସେହି ଅବସରରେ ତାଙ୍କ ସହ ଆମର ଅଳ୍ପ ଅଳ୍ପ ଆଳାପ।

ପଢନ୍ତୁ ; ଖରାଦିନେ ପ୍ରାକୃତିକ ଉପାୟରେ ଘରକୁ କିପରି ଥଣ୍ଡା ରଖିବେ ଜାଣନ୍ତୁ?

Related posts

ଖୁବ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ୨୦୦୮ର ହିଟ୍‌ ଫିଲ୍ମ ଦୋସ୍ତାନାର ସ୍ୱିକେଲ

ENO Beuro

ଏଥର ରଜରେ ଅନୁଭବ କରିବେ ଧମାଲ

ENO Beuro

ସୁଟିଂ ସମୟରେ ଅସୁସ୍ଥ ହୋଇ ପଡିଲେ ବିଗ୍‌-ବି ଅମିତାଭ , ସ୍ୱତନ୍ତ୍ର ବିମାନରେ ଯୋଧପୁରରୁ ଆସିଲେ ମୁମ୍ବାଇ

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More