Loading...

ମେ ୧ରୁ ରାଜ୍ୟରେ ପଛୁଆ ବର୍ଗ ସର୍ଭେ

ମେ ୧ରୁ  ରାଜ୍ୟରେ ପଛୁଆ ବର୍ଗ ସର୍ଭେ

ମେ ୧ ତାରିଖରୁ ଆରମ୍ଭ ହେବ ରାଜ୍ୟରେ ପଛୁଆ ବର୍ଗ ସର୍ଭେ। ଏହା ସେହି ମାସ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ।ନିର୍ଦ୍ଧାରିତ ସର୍ଭେ ସେଣ୍ଟର କିମ୍ବା ଅନଲାଇନରୁ ଯେକୌଣସି ଗୋଟିଏ ମାଧ୍ୟମରେ ଫର୍ମପୂରଣ କରିପାରିବେ ।

ମେ ୧ ତାରିଖରୁ ଆରମ୍ଭ ହେବ ରାଜ୍ୟରେ ପଛୁଆ ବର୍ଗ ସର୍ଭେ। ଏହା ସେହି ମାସ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଓଡ଼ିଶା ସରକାରଙ୍କ ଦ୍ୱାରା ଅଧିସୂଚିତ ୨୦୮ ପ୍ରକାରର ପଛୁଆବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ ହେବ। ଏ ନେଇ ରାଜ୍ୟ ସରକାର ନୂଆ ନିର୍ଦ୍ଦେଶାନାମା ପ୍ରକାଶ କରିଛନ୍ତି। ଏଥିସହ କିପରି ହେବ ସର୍ଭେ ସେ ନେଇ ଗଣମାଧ୍ୟମରେ ବିଜ୍ଞାପନ ମଧ୍ୟ ପ୍ରକାଶ ପାଇଛି । 

ସୂଚନାଯୋଗ୍ୟ, ନିର୍ଦ୍ଧାରିତ ସର୍ଭେ ସେଣ୍ଟର କିମ୍ବା ଅନଲାଇନରୁ ଯେକୌଣସି ଗୋଟିଏ ମାଧ୍ୟମରେ ଫର୍ମପୂରଣ କରିପାରିବେ । ପରିବାର ମୁଖ୍ୟ କିମ୍ବା ଜଣେ ବରିଷ୍ଠ ସଦସ୍ୟ ପରିବାରର ସମସ୍ତ ତଥ୍ୟ ସର୍ଭେ ସେଣ୍ଟରରେ ପ୍ରଦାନ କରିପାରିବେ । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.