News

ପରଲୋକରେ ଓଡ଼ିଆ ସିନେମା ନିର୍ଦ୍ଦେଶକ ଚକ୍ରଧର ସାହୁ

chakrdhar sahu

ଓଡ଼ିିଆ ଚଳଚ୍ଚିତ୍ର ନିର୍ମାତା,ନିର୍ଦେଶକ ତଥା ସମ୍ପାଦକ ଚକ୍ରଧର ସାହୁଙ୍କ ପରଲୋକ ହୋଇଛି ।‘ନୀଳମାଷ୍ଟ୍ରାଣୀ’, ‘ତୁମକୁ ତ ପାରୁନି ତ ଭୁଲି’, ‘କେବେ ତୁମେ ନାହଁ, କେବେ ମୁଁ ନାହିଁ ’ ଓ ‘ମୀମାଂସା’ ପରି ଚର୍ଚ୍ଚିତ ସିନେମାର ନିର୍ଦ୍ଦେଶକ ଶ୍ରୀ ସାହୁଙ୍କ ପରଲୋକରେ ସିନେଜଗତ ସହିତ ବୁଦ୍ଧିଜୀବୀ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ ଲଙ୍ଗ୍ ଇନଫେକ୍ସନରେ ପୀଡ଼ିତ ଥିଲେ। ୧୫ ଦିନ ଧରି ଏମ୍‌ସ୍‌ରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳ ୫ଟା ୪୫ ମିନିଟ୍‌ରେ ତାଙ୍କର ମୃତ୍ୟୁ ଘଟିଛି।

ପଢନ୍ତୁ;  ଅନଶନ ଭଙ୍ଗ କଲେ ଆନ୍ନା ହଜାରେ

Related posts

ଆଗକୁ ଆଳୁ ସଙ୍କଟ , ଦର ୪୦ ଛୁଇଁବ

ENO Beuro

ବହୁ ଲୋକପ୍ରିୟ ଭଜନର ସ୍ଵରସ୍ରଷ୍ଟା: ସଙ୍ଗୀତ ନିର୍ଦେଶକ ସଞ୍ଜୟଙ୍କ ପରଲୋକ

Ratnamani Moharana

ଆଜି ମାଲକାନଗିରିରେ ସ୍ଵତନ୍ତ୍ର ବସରେ ରୋଡ ସୋ କରିବେ ନବୀନ

Ratnamani Moharana

Leave a Comment