Entertainment

ଓଡିଶାରେ ଚହଳ ସୃଷ୍ଟି କଲା ମାନସ କୁମାରଙ୍କ ଗୀତ “ତିତିଲ୍ ଉଡେଇନେଲା ଇଟିଲି” ଦେଖନ୍ତୁ ଏହାର ଷ୍ଟୁଡିଓ ଭର୍ସନ

” ତିତିଲ୍ ଉଡେଇନେଲା ଇଟିଲି” ଗୀତଟି  ୩ ଦିନରେ ୧୦ଲକ୍ଷ୍ୟ କ୍ରସ୍ କଲା

ଓଡିଶାର ଲୋକପ୍ରିୟ ସଙ୍ଗୀତ ନିର୍ଦେଶକ ତଥା ଗାୟକ ମାନସକୁମାରଙ୍କର ଗୀତ ”  ତିତିଲ୍ ଉଡେଇନେଲା ଇଟିଲି” ଏବେ ଓଡିଶାରେ ଚହଳ ସୃଷ୍ଟି କରିଛି। ENEWSODIA ତରଫରୁ ମୁକ୍ତିଲାଭ କରିଛି ଏହି ମଜାଦାର ଗୀତ । ସୋସିଆଲ୍ ମିଡିଆରେ ଏହି ଗୀତକୁ ସଙ୍ଗୀତପ୍ରେମୀ ବହୁତ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ୩ ଦିନରେ ଏହି ଗୀତକୁ ୧୦ଲକ୍ଷରୁ ଉର୍ଦ୍ଧ ଲୋକ ଦେଖିସାରିଲେଣି।

ଗୀତଟିର ଷ୍ଟୁଡିଓ ଭର୍ସନ୍ ରିଲିଜ୍ ହୋଇଛି। ଏହି ଗୀତରେ କଣ୍ଠଦାନ କରିଛନ୍ତି ଲୋକପ୍ରିୟ ଗାୟକ ତଥା ସଙ୍ଗୀତ ନିର୍ଦେଶକ ମାନସ କୁମାର ।  ଏହି ଗୀତର ଫନି ଟ୍ରାକ୍ର ଲିରିକ୍ସ ଦେଇଛନ୍ତି ମିଲନ ମହାପାତ୍ର ଏବଂ ରାଜେସ କୁମାର 

ଏହି ସଙ୍ଗୀତଟିର ନିର୍ଦେଶନା ଭାର ମଧ୍ୟ ତୁଲାଇଛନ୍ତି ମାନସ କୁମାର।

ପଢନ୍ତୁ; ହାଉସ୍‌ଫୁଲ୍‌-୪ ରୁ ଓହରିଲେ ସାଜିଦ୍ ଖାନ୍

 

Related posts

ଫିଲ୍ମ ସୁଟିଂରେ ଅଘଟଣ : ଅଭିନେତା ଅନୁଭବ ମହାନ୍ତି ଆହତ

ENO Beuro

EnewsOdia ତରଫରୁ ସଙ୍ଗୀତପ୍ରେମୀଙ୍କୁ ନୂଆ ବର୍ଷରେ ନୂଆ ଉପହାର

ENO Beuro

ଏଥର ରଜରେ ସଲମାନ ଖାନ ସହ ଲଢିବ ୪ଇଡିଅଟସ

ENO Beuro

Leave a Comment