Entertainment

ବଲିଉଡ ସିନେମା ‘ସିମ୍ବା’ ରେ ଓଡିଆ ଝିଅ ସୁପ୍ରିୟାଙ୍କ ଜଲୱା

simbaa

ଗତ ୨୮ତାରିଖରେ ମୁକ୍ତିଲାଭ କରିଥିବା ବଲିଊଡ ଫିଲ୍ମ ‘ସିମ୍ବା’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି। ଏଥିରେ ମୁଖ୍ୟ ଭୂମିକାରେ ସାରା ଅଲ୍ଲି ଖାନ ଓ ରଣବିର ସିଂହ ଅଭିନୟ କରିଥିବାବେଳେ ଜଣେ ଓଡିଆ ଝିଅ ସୁପ୍ରିୟା ରାୟଙ୍କୁ ଫିଲ୍ମରେ ଦେଖିବାକୁ ମିଳିଛି।

simbaa

ସିନେମାରେ ମୁଖ୍ୟ ଅଭିନେତ୍ରୀ ସାରାଙ୍କ ବନ୍ଧୁ ଭୂମିକାରେ ନଜର ଆସିଥିବା ଓଡିଆ ଝିଅ ସୁପ୍ରିୟା ରାୟ ହେଉଛନ୍ତି କଟକର ବାସିନ୍ଦା । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରି ସେ ବାଙ୍ଗଲୋରର ଏକ କମ୍ପାନୀରେ ଚାକିରୀ କରୁଥିଲେ । ୨୦୦୬ ମସିହାରେ ସେ “ମିସ୍ କଟକ” ର ତାଜ୍ ପିନ୍ଧି ସାରିଛନ୍ତି ।

ସେ ପୂର୍ବରୁ କୋଲଗେଟ୍ ଏବଂ ଏୟାରଟେଲ ବିଜ୍ଞାପନରେ ବି କାମ କରିଛନ୍ତି। ସିନେମା ସମୟରେ ତାଙ୍କର ୩୫ ଦିନର ଅନୁଭୁତିକୁ ନେଇ ସେ କୁହନ୍ତି ସେଠାରେ ସମସ୍ତେ କାଷ୍ଟ ସଦସ୍ୟ ପରିବାର ଭଳି ବ୍ୟବହାର କରୁଥିଲେ।

ପଢନ୍ତୁ; ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ହେଲେ ଶେଖ୍‌ ହସିନା

Related posts

ଫେସ୍‌ବୁକରେ ସବୁଠାରୁ ଲୋକପ୍ରିୟ ଅଭିନେତା ଅମିତାଭ !

ENO Beuro

ଚର୍ଚ୍ଚାରେ ଅଛନ୍ତି କିଙ୍ଗ ଖାନ୍‌ଙ୍କ ଝିଅ ସୁହାନା ; ଜାଣନ୍ତୁ କାହିଁକି

ENO Beuro

ଦୀପିକା ପାଦୁକୋନଙ୍କ ବିବାହ ପ୍ରସ୍ତୁତି

ENO Beuro

Leave a Comment