Entertainment

ବଲିଉଡ୍‌ରେ ଚମକିଲେ ଓଡ଼ିଆ ଝିଅ ସୁଶ୍ରୀ ଶ୍ରେୟା ମିଶ୍ର

Soo

ବଲିଉଡରେ ଚମୁକୁଛନ୍ତି ଓଡିଆ। ଗୋଟିଏ ପରେ ଗୋଟିଏ ଓଡିଆ ପିଲା  ବଲିଉଡରେ ରାଜ କରୁଛନ୍ତି। ବଲିଉଡରେ ସଞ୍ଜୟ ଲୀଲା ଭଂସାଲୀଙ୍କ କାମକରିବାକୁ ବଡବଡ ଷ୍ଟାରଙ୍କୁ ମଧ୍ୟ ସୁଯୋଗ ମିଳୁନି। ମାତ୍ର ଏହି ଧାରାରେ ନିଜକୁ ସାମିଲ କରିଛନ୍ତି ଓଡିଶାର ଝିଅ। ସମ୍ବଲପୁରର ସୁଶ୍ରୀ ଶ୍ରେୟା ମିଶ୍ର  ସଞ୍ଜୟ ଲୀଲା ଭଂସାଲୀଙ୍କ ଆଗାମୀ ଫିଲ୍ମ ମଲାଲ୍‌ ଆଇଟମ୍ ନମ୍ବର ଆଇଲାରେ ନଜର ଆସୁଛନ୍ତି।

ପୂର୍ବରୁ ମିସ୍ ଇଣ୍ଡିଆ କଣ୍ଟେଷ୍ଟ୍ର   ଭାଗ ନେବା ସହ ମଡେଲିଂ ଜଗତରେ ବେଶ୍ ନାଁ କମାଇଥିବା ଶ୍ରେୟାଙ୍କର ଏହା ଦ୍ୱିତୀୟ ବଲିଉଡ୍ ମୁଭି ଓ ପ୍ରଥମ ଆଇଟମ୍ ସଙ୍ଗ୍। ଆଜି ଏହି ଗୀତର ଭିଡିଓ ରିଲିଜ୍ ହୋଇଥିବାବେଳେ କେବଳ ୟୁଟ୍ୟୁ଼ବରେ ୬ ଘଣ୍ଟାରେ ୩ ଲକ୍ଷରୁ ଅଧିକ ଭିୟୁ ହେଲାଣି ।

Aaila
Aaila

ପଢନ୍ତୁ: କମନ୍‌ ମ୍ୟାନ୍‌ଙ୍କୁ ମନା ବିଗ୍‌ବସ୍‌ ସିଜିନ ୧୩

Related posts

ଏକାଠି ନଜର ଆସିବେ ଏହି ଯୋଡି ୧୫ ବର୍ଷ ପରେ

ENO Beuro

ଏହି ଧାରାବାହିକରେ ନଜର ଆସିବେ ଲୋକପ୍ରିୟ ନାୟକ ଋଷି

ENO Beuro

ପ୍ରେମିକା ଏଲିଙ୍କଠାରୁ ଅଲଗା ହେଲେ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟା !

ENO Beuro

Leave a Comment