EnewsOdia.Com

ତାମିଲ୍‌ ସିନେମାରେ ଓଡିଆ ହିରୋ

ତାମିଲ୍‌ ସିନେମାରେ ଅନେକ ସୁପର ଷ୍ଟାର ରହିଛନ୍ତି। ସୁପରଷ୍ଟାର ରଜନୀକାନ୍ତ ଓ କମଲ ହାସଲଙ୍କ ସହ ଅନେକ ଅଭିନେତା ରହିଛନ୍ତି । ହେଲେ ଜଣେ ଓଡିଆ ପୁଅ ଏବେ ତାମିଲ ସିନେମାରେ ହିରୋ ଭାବେ ନଜର ଆସିବେ ।

ଅଲିଉଡ୍‌ର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ଏବେ ତାମିଲ ସିନେମା ନାଦିର ଧିନାରେ ନଜର ଆସିବେ। ନାଦିର ଧିନାରେ ସବ୍ୟସାଚୀ ମୁଖ୍ୟ ଭୂମିକାରେ ନଜର ଆସିବେ ।ସବ୍ୟାସାଚୀ ଅନେର ବଙ୍ଗାଳୀ ଓ ତେଲଗୁ ସିନେମାରେ ନଜର ଆସିଛନ୍ତି । ପ୍ରଥମେ ଓଡିଆ ଆଲବନ୍‌ ଗୀତରୁ ସବ୍ୟସାଚୀ ଅଭିନୟ ଆରମ୍ଭ କରିଥିଲେ ।

ପରେ ସେ ଜଣେ ଲୋକପ୍ରିୟ ଅଭିନେତା ହୋଇପାରିଥିଲେ । ଅନେକ ଓଡିଆ ସିନେମାରେ ସବ୍ୟସାଚୀଙ୍କୁ ଦେଖିବାକୁ ମିଳିଛି ।

ନିକଟରେ ତାଙ୍କ ବଙ୍ଗାଳୀ ସିନେମା ରକ୍ତମୁକୀର ନୀଳା ଓ ତେଲଗୁ ସିନେମା ଅଦି ଓକା ଇଡଲ୍‌ରେଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର

କରୋନା ନେଇ ପ୍ରଶଂସକଙ୍କୁ ସଚେତନ କଲେ ବିଗ୍ ବି; କହିଲେ, ‘ନା’ ବାବା ନା, ଏବେ ନୁହେଁ ଜଲସା’

Ratnamani Maharana

ପୁଣି ଏକ କନ୍ୟାସନ୍ତାନର ମା’ ହେଲେ ଶିଳ୍ପା ଶେଟ୍ଟୀ

Ratnamani Maharana

ଦୀପିକା ପାଦୁକୋଣ ନିଜେ ନିର୍ମାଣ କରିବେ ‘ମହାଭାରତ’

Ratnamani Maharana

କପିଲ୍‌ ଶର୍ମାଙ୍କ ସୋରେ ୯୦ ଦଶକର ସିରିଏଲ୍‌ ‘ରାମାୟଣ’ର କଳାକାର

Ratnamani Maharana

ରିଲିଜ ହେଲା ବହୁ ପ୍ରତିକ୍ଷିତ ଗୀତ ‘ମଦରେ ମଦ ତୁ ମୋ ସାହାରା’ର ଭିଡିଓ

Ratnamani Maharana

ଶିଲ୍ପା ସେଟ୍ଟୀଙ୍କ ପାଟିରେ ଜୋତା, ଖାଉଛନ୍ତି ହିଲ୍

Ratnamani Maharana