Movie News

ଓଡିଆ ସିନେମା ଏକ୍ସକ୍ୟୁଯ ମି ର ଶୁଭ ମହୁରତ ଅନୁଷ୍ଠିତ ହେଇଛି କଟକ ସ୍ଥିତ ଅମରେଶ୍ଵର ମନ୍ଦିରରେ

ଓଡିଆ ସିନେମା ଏକ୍ସକ୍ୟୁଯ ମି ର ଶୁଭ ମହୁରତ ଅନୁଷ୍ଠିତ ହେଇଛି କଟକ ସ୍ଥିତ ଅମରେଶ୍ଵର ମନ୍ଦିରରେ

ଆଜି ନୂଆ ଓଡିଆ ସିନେମା ଏକ୍ସକ୍ୟୁଯ ମି ର ଶୁଭ ମହୁରତ ଅନୁଷ୍ଠିତ ହେଇଛି ବକ୍ସିବଜାର କଟକ ସ୍ଥିତ ଅମରେଶ୍ଵର ମନ୍ଦିରରେ । ବହୁ ଗନ୍ୟମାନ୍ୟ ବ୍ୟକ୍ତି ଙ୍କ ସହ ସିନେମା ର କଳାକାର ମାନେ ଏହି ଶୁଭ ମୁହୁର୍ତରେ ଉପସ୍ଥିତ ଥିଲେ ।

କାହାଣୀ :

ଏକ୍ସକ୍ୟୁଯ ମି ର କାହାଣୀ ଆରମ୍ଭ ହୁଏ ଗ୍ରାମୀଣ ପରିବେଶର ଏକ ପ୍ରଭାବଶାଳୀ ବ୍ୟକ୍ତି ପଶୁପତିଙ୍କ ଘରୁ । ତାର ବିଧବା ଭାଇବୋହୁ ସ୍ଵାତିକୁ ନେଇ କାହାଣୀ । ପଶୁପତି ଟଙ୍କା ଛଡା କିଛି ବୁଝେନୀ, ଟଙ୍କା ପାଇଁ ସେ ତାର ଭାଇ, ବନ୍ଧୁ, ସ୍ତ୍ରୀ ଏମିତିକି ଝିଅକୁ ବି ମାରିଦେଇପାରେ । ଭାଇ ନାରେ ହେଇଥିବା ୫୦୦ କୋଟିର ଜୀବନବିମା ପାଇଁ ସ୍ଵାତିକୁ ପଶୁପତି ଏକରକମ ନଜର ବନ୍ଦୀ କରି ରଖେ । ଏଇଠୁ ଆରମ୍ଭ ହୁଏ ସିନେମାର କାହାଣୀ । ଲଭ, ରୋମାନ୍ସ ସହିତ କାହାଣୀରେ ଭରିରହିଛି ଅନେକ ମଜାଦାର କଥା ।

ସିନେମା ଏକ୍ସକ୍ୟୁଯ ମି ଶୁଭ ମହୁରତ:

ଫିଲ୍ମ – ଏକ୍ସକ୍ୟୁଯ ମି

ବ୍ୟାନର – ରୋହନ ଫିଲ୍ମ୍ସ

ପ୍ରଯୋଜକ – ରୋନକ ଦାଶ

ଚିତ୍ରନାଟ୍ୟ, ନିର୍ଦେଶନା – ଉମେଶ ଦାଶ (ଟୁନିୟା)

କାହାଣୀ, ସଂଳାପ – ସଞ୍ଜୟ ମହାକୁଲ

ସଂଗୀତ – ଶରତ ନାୟକ

ଗୀତିକାର  – ଦେବିଦତ୍ତ ମହାନ୍ତି, ସଞ୍ଜୟ ମହାକୁଲ

କୋରେୟଗ୍ରାଫର – ଅମିତ, ଲୁବୁନ-ଟୁବୁନ

ଅଭିନୟରେ – ରୋନକ, ମେଘା, କାଳିଆ, ମିହିର ଦାଶ, ପ୍ରିୟଙ୍କା, ଅନିତା ଦାସ, ଧୀର ମଲ୍ଲୀକ, ଚୌଧୁରୀ ବିକାଶ ଦାଶ, ସଲିଳ ମିତ୍ର, ଟନୀୟା ଓ ଅନ୍ୟମାନେ

 

ଓଡିଆ ସିନେମା ଯୋଗୀର ଶୁଭ ମହୁରତ

Related posts

Mitha Mitha Odia Movie Is Delay To Release Due To Some Reasons

ENO Beuro

ପୁଣି ଏକ ନୂଆ ଅବତାରରେ ବାବୁସାନ, ପୂର୍ବରୁ ତାଙ୍କୁ ଏଭଳି ଭୂମିକାରେ ଦର୍ଶକେ ଦେଖିନଥିଲେ

ENO Beuro

Sritam Das Ollywood Director, Actor Coming With Two Odia Movies

ENO Beuro

Leave a Comment