Entertainment

ଲଭ ପ୍ରୋମିଜର ଅଡିଓ ରିଲିଜ !

ଲଭ ପ୍ରୋମିଜ

ଏହା ଏକ love story । ଯୋଉଟା କି ସୁନ୍ଦର ହୃଦୟର କଥା ଜଣାଉଛି । ଆଦି ଗୋଟେ ପୁଅ By profession photographer, ଦିଆ ଯିଏ କି ତା’ ମା’ର ଜୀବନ, ଗୋଟେ ଦିନ ଆଦି ଫୋଟ ଗ୍ରାଫି କରିବାକୁ ଗୋଟେ ଗାଁକୁ ଯାଉଛି, ଦିଆ ମଧ୍ୟ ତା ସାଙ୍ଗମାନଙ୍କ ସଙ୍ଗରେ ପିକ୍-ନିକ୍ ରେ ଯାଉଛି । ସେଠି ଦିଜଣଙ୍କର ଦେଖା ହୁଏ ।

ସେମାନେ ସେଠୁ ବସ୍ ରେ ଫେରିଲା ବେଳେ ବସ୍ କୁ ଡାକୁମାନେ ଚୋରି କରିବା ପାଇଁ ଅଟକାନ୍ତି କିନ୍ତୁ ଘଟଣା କ୍ରମେ ସେମାନେ ଦିଆକୁ କିଡନାପ କରି ନିଅନ୍ତି । ଆଦି କିନ୍ତୁ ନିଜ ଜୀବନକୁ ବାଜି ଲଗେଇ ଦିଆକୁ ତାଙ୍କ ମାନଙ୍କ କବଳରୁ ବଞ୍ଚଉଛି । ଏବଂ ଜଙ୍ଗଲରେ କିଛି ଦିନ ପାଇଁ ଭିତରେ ସେ ଜଙ୍ଗଲରେ ସେମାନଙ୍କ ମଧ୍ୟରେ emotional bonding creat ହେଇଛି ଏବଂ ଶେଷରେ ସେମାନେ ପରସ୍ପରକୁ ଭଲ ପାଇ ବସନ୍ତି ଆଉ ଦିହେଁଙ୍କୁ ବିଭିନ୍ନ ପ୍ରକାର ପ୍ରୋମିଜ୍ ମଧ୍ୟ କରନ୍ତି । ଘଟଣା କ୍ରମେ ସେ ଜଙ୍ଗଲରୁ ଫେରି ନିଜ ନିଜ ଘରକୁ ଯାଆନ୍ତି ।

କିନ୍ତୁ ଦିଆର ମା’ଙ୍କର ବ୍ୟବହାର ସେ ଦିଜଣଙ୍କ ପ୍ରେମର ପରିଭାଷାକୁ ଓଲଟା କରି ଦିଅନ୍ତି । ଦିଆ ଓ ଆଦି ନିଜ ନିଜର ପ୍ରୋମିଜ୍ ରକ୍ଷା ପାଇଁ ବହୁତ ଚେଷ୍ଟା କରନ୍ତି । କିନ୍ତୁ ସେମାନେ ଅଲଗା ହେବା ପରେ ମଧ୍ୟ ନିଜେ ନିଜେ କରିଥିବା ପ୍ରୋମିଜ୍ କୁ ଭୁଲନ୍ତି ନାହିଁ । ବରଂ ଏ ସବୁ ଘଟଣା ତାଙ୍କ ଜୀବନରେ ଏକ ନୂଆ ମୋଡ ଦିଏ ଏବଂ ଶେଷରେ ଦିଆ ଓ ଆଦି ପ୍ରମାଣ କରିଛନ୍ତି ଯେ କଥା ଦେବା, ଭଲପାଇବା, ମନଦେବା କେବଳ ଏହା ଶବ୍ଦ ନୁହେଁ । ଏହା ହେଉଛି ୨ଟି ଆତ୍ମାର ମିଲନ । ଯିଏ କି କେବେ ଅଲଗା ହୋଇପାରିବେ ନାହିଁ  ।

ପ୍ରଯୋଜିକା : ଜୟନ୍ତି ବିଶ୍ଵାସ

ନିର୍ଦେଶନା : ସନ୍ତୋଷ ବିଶ୍ଵାଳ

କାହାଣୀ ଓ ଚିତ୍ରନାଟ୍ୟ : ଜୟନ୍ତି ବିଶ୍ଵାସ

D.O.P. & Fight : ବିଶ୍ଵ ଭୂଷଣ ମହାପାତ୍ର

ସଙ୍ଗୀତ ନିର୍ଦେଶନା : ପ୍ରେମ୍ ଆନନ୍ଦ

ସମ୍ପାଦନା : ରଞ୍ଜନ ଖଟେଇ

ନୃତ୍ୟ ନିର୍ଦେଶନା : ରାକେଶ ଦେଓ, ଜୟା ବିଶ୍ଵାସ, କବୀର ପ୍ରଧାନ

କଳା ନିର୍ଦେଶନା : ନବଘନ ଦଳେଇ

ବ୍ୟବସ୍ଥାପନ : ହୃଷିକେଶ କୁଳଦୀପ୍

ଅଭିନୟ : ଜୟା, ରାକେଶ, ମନୋଜ ମିଶ୍ର, ଉଷଶୀ ମିଶ୍ର, ବିଶ୍ଵ ଭୂଷଣ ପଣ୍ଡା, ଜ୍ୟୋତି ପ୍ରକାଶ ତ୍ରିପାଠୀ, ସଙ୍ଗୀତା ପଟ୍ଟନାୟକ, ମଧୁସ୍ମିତା ସ୍ଵାଇଁ, ଲିପାଞ୍ଜଳି ସ୍ଵାଇଁ, ଅଶ୍ଵୀନ ବାବା, ହୃଷିକେଶ କୁଳଦୀପ୍, ତ୍ରୟମ୍ବକ କ୍ଷେତି, ପଲ୍ଲବୀ ସ୍ଵାଇଁ ।

ଲଭ ପ୍ରୋମିଜର ଅଡିଓ ରିଲିଜ ! L 1

ପଢନ୍ତୁ ;

ନିର୍ବନ୍ଧ ଖବର ନେଇ ଚର୍ଚ୍ଚାରେ ମୁକେଶ ଅମ୍ବାନୀଙ୍କ ପୁଅ!

Related posts

Odia Girl Barnali Hota Along With Her Band Euphony Declared Runners Up In Dil Hai Hindustani

Krishna Kumar Manoj

ଛୋଟ ପରଦାରେ ପୁଣି ନଜର ଆସିବେ ମାଧୁରୀ ଦିକ୍ଷିତ୍

Krishna Kumar Manoj

ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା ଅଜୟ ଦେବଗନଙ୍କ ‘ରେଡ୍‌’

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More