Movie News

ଆଜି ପରଦା ଉପରେ ଦର୍ଶକଙ୍କ ମନ କିଣିବ ଓଡିଆ ସିନେମା ତୁ ମୋ ହୀରୋ

ଝିଲ୍ଲିକ ଓ ଜ୍ୟୋତି ରଞ୍ଜନ ଙ୍କ ନୂଆ ଓଡିଆ ସିନେମା ତୁ ମୋ ହୀରୋ ଆଜି କଟକ ସ୍ଥିତ ସମ୍ରାଟ ସିନେମା ହଲ ରେ ମୁକ୍ତିଲାଭ କରୁଛି । ଏହା ଜ୍ୟୋତ-ଝିଲିକ୍‌ ଯୋଡିର ପ୍ରଥମ ସିନେମା। ମିହିର ଦାସ, ଶୁଭାଶିଷ ଶର୍ମା ଏବଂ ରକ୍‌ ପାତ୍ର ପ୍ରମୁଖ ଅଛନ୍ତି ମୁଖ୍ୟ ଭୂମିକାରେ ।

ଓଲିଉଡର ଜଣାଶୁଣା ନିର୍ଦ୍ଦେଶକ ଦୀଲିପ ପଣ୍ଡାଙ୍କ ନିର୍ଦ୍ଦେଶନା ଓ ଚାମର୍ତ୍ତି ଶ୍ରୀନିବାସ ରାଓଙ୍କ ପ୍ରଯୋଜନାରେ ଏହି ରୋମାଣ୍ଟିକ୍‌ ସିନେମାର ସଂଳାପ ଲେଖିଛନ୍ତି ଡ଼ ରଜନୀରଞ୍ଜନ ଏହାର ସଙ୍ଗୀତ ନିର୍ଦ୍ଦେଶକ ହେଲେ ବୈଦ୍ୟନାଥ ଦାସ ।

ଏହି ଚଳଚ୍ଚିତ୍ର ପାଇଁ ଅରୁଣ ମନ୍ତ୍ରୀ,ନିର୍ମଳ ନାୟକ,ଜୟନ୍ତ ଦାସ,ଆଶୁତୋଷ ଏବଂ ନିଜେ ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସ ଗୀତ ରଚନା କରିଛନ୍ତି ।

ସଙ୍ଗୀତ ଗୁଡିକ ବହୁତ ଲୋକପ୍ରିୟ ହେଇସାରିଲାଣି । କେବଳ ଅପେକ୍ଷା ସିନେମାର କାହାଣୀ ଓ ନୂଆ ଯୋଡିର କମାଲକୁ ନେଇକି । ଏହି ସିନେମାର ପୁରା ଟିମ ସିନେମାଟିର କାହାଣୀiକୁ ନେଇକି ବହୁତ ଆଶାବାଦି ଅଛନ୍ତି ।

ଆଜି ପରଦା ଉପରେ ଦର୍ଶକଙ୍କ ମନ କିଣିବ ଓଡିଆ ସିନେମା ତୁ ମୋ ହୀରୋ

Related posts

Jhiata Bigidigala Odia movie of Babusan, Elina, And Rudra, Jina

Jitendra

“Swahaa” New Odia Cinema Coming Soon By Director Jitu Rout

ENO Beuro

Ollywood Released Odia Movie “Nijhum Ratira Sathi” & “Godfather”

Jitendra

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More