Entertainment

ଜାଣନ୍ତୁ ସଙ୍ଗୀତ ନିର୍ଦେଶକ ସୁନୀଲ ମହାନ୍ତିଙ୍କ ଜୀବନୀ କଥା

ସଙ୍ଗୀତ ନିର୍ଦେଶକ ସୁନୀଲ ମହାନ୍ତିଙ୍କ ସଫଳ ଯାତ୍ରା

ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ସଙ୍ଗୀତ ନିର୍ଦେଶକ ସୁନୀଲ ମହାନ୍ତି ।  ଓଡିଆ ସିନେମା ଜଗତରେ ଜଣେ ପରିଚିତ ଚେହେରା । ସେ ଓଡିଆ ସିନେ ଜଗତରେ ଜଣେ ପରିଚିତ ଚେହେରା । ମାୟାଧର ମହାନ୍ତି ଓ ସ୍ନେହଲତା ମହାନ୍ତିଙ୍କ କୋଳରେ ୧୯୮୫ ମସିହାରେ ଜନ୍ମ ନିଅନ୍ତି ସୁନୀଲ ମହାନ୍ତି । ସ୍କୁଲ୍ ରେ ପଡୁଥିବା ବେଳେ ସଙ୍ଗୀତ ପ୍ରତି ତାଙ୍କର ପ୍ରବଳ ଆଗ୍ରହ ଥିଲା ।

ପ୍ରଥମେ ସେ ୨୦୦୦ ମସିହାରେ  ଓଲିଉଡ ଜଗତରେ ପାଦ ଦିଅନ୍ତି । ପ୍ରଥମେ ସେ ଗୀତିକାର ଭାବେ , ତାପରେ ସଙ୍ଗୀତ ନିର୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି  । ତାଙ୍କ ଜୀବନରେ ସେ ବହୁତ ସଂଘର୍ଷ କରି ଉପରକୁ ଉଠିଛନ୍ତି । ଆଜି ଯେଉଁ ଜାଗାରେ ସେ ଅଛନ୍ତି ଏହା ତାଙ୍କ କଷ୍ଟର ଫଳ । ‘ବ୍ୟାଚଲର ଲାଇଫ’ରେ ସେ ପ୍ରଥମେ ସଙ୍ଗୀତ ନିର୍ଦେଶନ ଦେଇଛନ୍ତି । ତାପରେ ସେ ଅଭିମାନୀ ପ୍ରିୟା ମୋର , କି  କଲି ତତେ ଭଲ ପାଇ , ମରିଜୀବୀ ତୋ ବିନୁ , ଛକ ଟୋକା ଏବଂ ସାଇବାବାଙ୍କ ଭଜନ ଆଦି ଅନେକ ଗୀତରେ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ।

ତାଙ୍କର ପ୍ରଥମ ବହୁ ଚର୍ଚିତ ଲେଖା  ହେଉଛି ମୋ ଗାଡି କଣ୍ଟା ୩୦ ରୁ 90 ଡ଼େଉଁଛି , ତା ପରେ ଲିନା ଓ ଲିନା , ଡୁ ଇଉ ଲଭ ମି , ତୋ ମନକୁ ପଚାରେ  , ହାଏ ମୋର କଳା ମାଣିକ , ତୁ ମୋ କଳା କୁହୁକ , ନାଲି ଗୋଲାପର ତୁମେ  ଏବଂ ଡୁପ୍ଳିକେଟ ଝିଅ । ସଙ୍ଗୀତ ନିର୍ଦେଶକ ସୁନୀଲ ମହାନ୍ତିଙ୍କୁ ୧୨ଟି ଅନୁଷ୍ଠାନରେ ପୁରସ୍କୃତ ମଧ୍ୟ କରାଯାଇଛି।

ପଢନ୍ତୁ ;

କୃଷ୍ଣସାର ମୃଗ ଶିକାର ମାମଲା : ଜୁଲାଇ ୧୭କୁ ଘୁଞ୍ଚିଲା ଜାମିନ୍‍ ଶୁଣାଣି

Related posts

ବିରାଟ ଓ ଅନୁଷ୍କାଙ୍କ ପରେ ବଲିଉଡର ଏହି ଚର୍ଚ୍ଚିତ ଯୋଡି ବିଭାହ କରିବାକୁ ଯାଉଛନ୍ତି

ENO Beuro

ପ୍ରଥମ ଦିନରେ ସାଉଥ୍ ସୁପର ଷ୍ଟାର ମହେଶ ବାବୁଙ୍କ ଫିଲ୍ମ ଭାଙ୍ଗିଲା ରେର୍କଡ

ENO Beuro

ସଞ୍ଜୟ ଲିଲା ଭସାଂଲୀଙ୍କ ଆଗାମୀ ସିନେମାରେ ନଜର ଆସିବେ ଏହି ଯୋଡି ।

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More