• Home
  • Entertainment
  • ଦର୍ଶକଙ୍କୁ ଇ-ନିଉଜ୍ଓଡିଆ ର ଆଉ ଏକ ଭେଟି , ରିଲିଜ୍ ହେଲା ” ଓରେ ପିୟା ” ର ଟିଜର !
Entertainment

ଦର୍ଶକଙ୍କୁ ଇ-ନିଉଜ୍ଓଡିଆ ର ଆଉ ଏକ ଭେଟି , ରିଲିଜ୍ ହେଲା ” ଓରେ ପିୟା ” ର ଟିଜର !

ଆସନ୍ତା ଜୁନ୍ ୧୦ ତାରିଖରେ ଆପଣ ମାନଙ୍କ ପାଖକୁ enewsodia youtube ଚ୍ୟାନ୍ନେଲ୍ ମାଧ୍ୟମରେ ରିଲିଜ୍ ହେବ ” ଓରେ ପିୟା “

ଦିପ୍ସ୍ ଷ୍ଟାର ମିଡିଆ ଆସୋସିଏସନ ର ଆଜି ENEWSODIA Youtube ରେ ଚ୍ୟାନ୍ନେଲ ଏକ ନୂତନ ଧରଣର ଆଲବମ୍ ” ଓରେ ପିୟା ‘ ର ଟିଜର ରିଲିଜ୍ ହୋଇସାରିଛି । ଏହାର ପ୍ରଯୋଜକ ଦିପ୍ସ୍ ଥିବା ବେଳେ ଏଥିରେ ନିର୍ଦେଶକ ଭାବେ ଦାୟିତ୍ଵ ତୁଲାଇଛନ୍ତି ସିଦ୍ଧାର୍ଥ ଗୌତମ ଯିଏ କିଡ୍-ନାପ ଏବଂ ଚୁପ୍ ଭଳି ଅନେକ ଗୁଡିଏ ହିଟ୍ ୱେବ ସିରିଜ୍ ରେ ନିର୍ଦେଶନା ଦେଇଛନ୍ତି କିନ୍ତୁ ଏହା ତାଙ୍କର ପ୍ରଥମ ମୁଜିକ୍ ଭିଡ଼ିଓ ।

ତିଜର ରିଲିଜ୍ ହେବ ପରେ ଅନେକ ଗୁଡିଏ ଦର୍ଶକଙ୍କର ଭିନ୍ନ ଭିନ୍ନ ମତାମତ ଦେଖିବାକୁ ମିଳିଛି । ଏଥିରେ ଏକ ଭିନ୍ନ ଧରଣର କାହାଣୀ ଲୁଚି କରିରହିଛି ଏବଂ  ଏହା ଏକ ସତ ପ୍ରେମ କାହାଣୀ ଉପରେ ଆଧାରିତ କିନ୍ତୁ ଏହା ବିଷୟରେ ଆମେ କିଛି ଆପଣ ମାନଙ୍କୁ ଜଣେଇବୁ ନାହିଁ  । କହିଦେଲେ ଏହାର ମଜା ଆପଣ ପାଇପାରିବେନି କାରଣ ଏଥିରେ ବହୁତ ଗୁଡିଏ ହଟ୍-କେ ସିନ୍ ସାଥେ ଧୋକା ସିନ୍ ମଧ୍ୟ ରହିଛି । କିନ୍ତୁ ଏହା ସବୁ ଆଲବମ୍ ଠାରୁ ବହୁ ଗୁଣରେ ଅଲଗା ଏଥିରେ ଜାଣିବାକୁ ମିଳିବ ପ୍ରେମ କରିବାଟା କେତେ ପ୍ରତିଶତ ସଠିକ୍ । ଆସନ୍ତା ଜୁନ୍ ୧୦ ତାରିଖରେ ଆପଣ ମାନଙ୍କ ପାଖକୁ enewsodia youtube ଚ୍ୟାନ୍ନେଲ୍ ମାଧ୍ୟମରେ ରିଲିଜ୍ ହେବାକୁ ଯାଉଛି।

ଦର୍ଶକଙ୍କୁ ଇ-ନିଉଜ୍ଓଡିଆ ର ଆଉ ଏକ ଭେଟି , ରିଲିଜ୍ ହେଲା " ଓରେ ପିୟା " ର ଟିଜର ! ଦର୍ଶକଙ୍କୁ ଇ-ନିଉଜ୍ଓଡିଆ ର ଆଉ ଏକ ଭେଟି , ରିଲିଜ୍ ହେଲା ” ଓରେ ପିୟା ” ର ଟିଜର ! 34396877 851628078360676 4255420718902149120 o

ପଢନ୍ତୁ ; ବର୍ଷାଦିନେ କିପରି ଆଣିବେ ତ୍ଵଚାରେ ଚମକ? ଜାଣନ୍ତୁ କିଛି ଘରୋଇ ଟିପ୍ସ

Related posts

ଦୀର୍ଘଦିନ ପରେ ପୁଣି ପରଦାରେ ଏକାଠି ନଜର ଆସିବେ ‘ଲୈଲା ଓ ଲୈଲା’ ଯୋଡି

Krishna Kumar Manoj

ଏକାଠି ନଜର ଆସିବେ ସୈଫ୍-ମାଧବନ୍

Krishna Kumar Manoj

ଏକାଠି ନଜର ଆସିବେ ଏହି ଯୋଡି ୧୫ ବର୍ଷ ପରେ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More