Entertainment

ଦର୍ଶକଙ୍କୁ ଇ-ନିଉଜ୍ଓଡିଆ ର ଆଉ ଏକ ଭେଟି , ରିଲିଜ୍ ହେଲା ” ଓରେ ପିୟା ” ର ଟିଜର !

By Krishna Kumar Manoj

June 06, 2018

ଆସନ୍ତା ଜୁନ୍ ୧୦ ତାରିଖରେ ଆପଣ ମାନଙ୍କ ପାଖକୁ enewsodia youtube ଚ୍ୟାନ୍ନେଲ୍ ମାଧ୍ୟମରେ ରିଲିଜ୍ ହେବ ” ଓରେ ପିୟା “

ଦିପ୍ସ୍ ଷ୍ଟାର ମିଡିଆ ଆସୋସିଏସନ ର ଆଜି ENEWSODIA Youtube ରେ ଚ୍ୟାନ୍ନେଲ ଏକ ନୂତନ ଧରଣର ଆଲବମ୍ ” ଓରେ ପିୟା ‘ ର ଟିଜର ରିଲିଜ୍ ହୋଇସାରିଛି । ଏହାର ପ୍ରଯୋଜକ ଦିପ୍ସ୍ ଥିବା ବେଳେ ଏଥିରେ ନିର୍ଦେଶକ ଭାବେ ଦାୟିତ୍ଵ ତୁଲାଇଛନ୍ତି ସିଦ୍ଧାର୍ଥ ଗୌତମ ଯିଏ କିଡ୍-ନାପ ଏବଂ ଚୁପ୍ ଭଳି ଅନେକ ଗୁଡିଏ ହିଟ୍ ୱେବ ସିରିଜ୍ ରେ ନିର୍ଦେଶନା ଦେଇଛନ୍ତି କିନ୍ତୁ ଏହା ତାଙ୍କର ପ୍ରଥମ ମୁଜିକ୍ ଭିଡ଼ିଓ ।

ତିଜର ରିଲିଜ୍ ହେବ ପରେ ଅନେକ ଗୁଡିଏ ଦର୍ଶକଙ୍କର ଭିନ୍ନ ଭିନ୍ନ ମତାମତ ଦେଖିବାକୁ ମିଳିଛି । ଏଥିରେ ଏକ ଭିନ୍ନ ଧରଣର କାହାଣୀ ଲୁଚି କରିରହିଛି ଏବଂ  ଏହା ଏକ ସତ ପ୍ରେମ କାହାଣୀ ଉପରେ ଆଧାରିତ କିନ୍ତୁ ଏହା ବିଷୟରେ ଆମେ କିଛି ଆପଣ ମାନଙ୍କୁ ଜଣେଇବୁ ନାହିଁ  । କହିଦେଲେ ଏହାର ମଜା ଆପଣ ପାଇପାରିବେନି କାରଣ ଏଥିରେ ବହୁତ ଗୁଡିଏ ହଟ୍-କେ ସିନ୍ ସାଥେ ଧୋକା ସିନ୍ ମଧ୍ୟ ରହିଛି । କିନ୍ତୁ ଏହା ସବୁ ଆଲବମ୍ ଠାରୁ ବହୁ ଗୁଣରେ ଅଲଗା ଏଥିରେ ଜାଣିବାକୁ ମିଳିବ ପ୍ରେମ କରିବାଟା କେତେ ପ୍ରତିଶତ ସଠିକ୍ । ଆସନ୍ତା ଜୁନ୍ ୧୦ ତାରିଖରେ ଆପଣ ମାନଙ୍କ ପାଖକୁ enewsodia youtube ଚ୍ୟାନ୍ନେଲ୍ ମାଧ୍ୟମରେ ରିଲିଜ୍ ହେବାକୁ ଯାଉଛି।

ପଢନ୍ତୁ ; ବର୍ଷାଦିନେ କିପରି ଆଣିବେ ତ୍ଵଚାରେ ଚମକ? ଜାଣନ୍ତୁ କିଛି ଘରୋଇ ଟିପ୍ସ