ଏଥର ରଜରେ ଅନୁଭବ କରିବେ ଧମାଲ

 ‘ ପ୍ରେମ୍ କୁମାର୍ ‘ରେ ଅନୁଭବଙ୍କ ବିପକ୍ଷରେ ଶିବାନୀଙ୍କୁ ଦେଖିବାକୁ ପାଇବେ ଦର୍ଶକ

ରଜରେ ତରଙ୍ଗ ଭେଟି ଦଉଛି ‘ ପ୍ରେମ୍ କୁମାର୍ ‘ ସିନେମା । ‘ ପ୍ରେମ୍ କୁମାର୍ ‘ଆସନ୍ତା ରଜ ବଜାରରେ ଓଲିଉଡ ଇଣ୍ଡଷ୍ଟ୍ରୀରେ ପୁଣିଥରେ ହିଷ୍ଟ୍ରୀ କ୍ରିଏଟ କରିବାକୁ ଯାଉଛି ଏହି ରୋମାଣ୍ଟିକ ସିନେମା ।ନିଛକ ଓଡିଆ କାହାଣୀ ସହିତ ଆଉ ଏହି ସିନେମାର  ମୁଖ୍ୟ ଆକର୍ଷଣ ହେଉଛି ଅନୁଭବଙ୍କ ଷ୍ଟାଇଲ ସାଙ୍ଗକୁ ପ୍ରଥମ ଥର ଏକ ସାଥେ ଦେଖା ଦେବେ ଶିବାନୀ ।

ତରଙ୍ଗ ସିନେ ପ୍ରଡ଼କ୍ସନ୍ ରେ ନିର୍ମିତ ଏହି ସିନେମାରେ ନିର୍ଦେଶନା ଭାର ସମ୍ଭାଳିଛନ୍ତି  ତାପସ ସରଘରିଆ , ସଙ୍ଗୀତ ନିର୍ଦେଶନା ଦେବେ ପ୍ରେମାନଦ । ଏହାର ସଂଳାପ ରଚନା କରିଛନ୍ତି ସଞ୍ଜୟ ମହାକୁଳ ଓ ଶକ୍ତି ବରାଳ ।

ଓଲିଉଡର ଏହି ଯୋଡି କମାଲ କରିବେ ରିଲରେ। ଏହି କମ୍ୱିନେସନକୁ ନେଇ ଓଲିଉଡରେ ଆଗରୁ ବହୁତ କଥା ଶୁଣିବାକୁ ମିଳିଥିଲା । ପ୍ରାୟ ସବୁ ଏକ୍ସପେରିମେଣ୍ଟରେ ସଫଳ ହୋଇଛି । ‘ପ୍ରେମ୍ କୁମାର୍’ ସିନେମାରେ ମୁଖ୍ୟ ଭିମିକାରେ ନଜର ଆସିବେ ଅନୁଭବ ମହାନ୍ତି ଓ ଶିବାନୀ ।

ପଢନ୍ତୁ ;

ପତ୍ନୀଙ୍କ ଅଭିଯୋଗ ଉପରେ କ୍ରିକେଟ ଖେଳାଳି ମହମ୍ମଦ ସାମିଙ୍କୁ ପଚରାଉଚରା କରିବ ପୁଲିସ

ରଜରେ ତରଙ୍ଗ ଭେଟି ଦଉଛି ' ପ୍ରେମ୍ କୁମାର୍ ' ସିନେମା - 92%

92%

'ପ୍ରେମ୍ କୁମାର୍' ସିନେମାରେ ମୁଖ୍ୟ ଭିମିକାରେ ନଜର ଆସିବେ ଅନୁଭବ ମହାନ୍ତି ଓ ଶିବାନୀ - 90%

90%
91%

Excellent!

ଏଥର ରଜରେ ଅନୁଭବ କରିବେ ଧମାଲ

ରଜରେ ତରଙ୍ଗ ଭେଟି ଦଉଛି ' ପ୍ରେମ୍ କୁମାର୍ ' ସିନେମା । ' ପ୍ରେମ୍ କୁମାର୍ 'ଆସନ୍ତା ରଜ ବଜାରରେ ଓଲିଉଡ ଇଣ୍ଡଷ୍ଟ୍ରୀରେ ପୁଣିଥରେ ହିଷ୍ଟ୍ରୀ କ୍ରିଏଟ କରିବାକୁ ଯାଉଛି ଏହି ରୋମାଣ୍ଟିକ ସିନେମା ।ନିଛକ ଓଡିଆ କାହାଣୀ ସହିତ ଆଉ ଏହି ସିନେମାର  ମୁଖ୍ୟ ଆକର୍ଷଣ ହେଉଛି ଅନୁଭବଙ୍କ ଷ୍ଟାଇଲ ସାଙ୍ଗକୁ ପ୍ରଥମ ଥର ଏକ ସାଥେ ଦେଖା ଦେବେ ଶିବାନୀ ।

No Votes Yet

You're not rated yet