Video

ସୁପରହିଟ ପୁରୁଣା ଓଡିଆ ଗୀତ “ପୁଚୁକୀ ଗାଲି ଫେସନ ବାଲି” ର ରିମେକ ଶୁଣନ୍ତୁ

ଖାସ ଏଇ ପୂଜା ବଜାରର ମାହାଲ କୁ ଆଉଟିକେ ରଙ୍ଗୀନ କରିବା ପାଇଁ, ସୁପରହିଟ ପୁରୁଣା ଓଡିଆ ଗୀତ “ପୁଚୁକୀ ଗାଲି ଫେସନ ବାଲି” ର ରିମେକ ଏବେ ବଜାରକୁ ଆସିଛି  । ଏନ୍ୟୁଜଓଡିଆ ର ଏହି ଛୋଟିଆ ପ୍ରୟାଶ ଆପଣ ମାନଙ୍କୁ ଭଲ ଲାଗିବ ବୋଲି ଆଶା କରାଯାଉଛି ।

ସୁନା ପଞ୍ଜୁରି ସିନେମାର ଏହି ଗୀତରେ କଣ୍ଠଦାନ କରିଥିଲେ ବିଖ୍ୟାତ କଣ୍ଠଶିଳ୍ପୀ ଶୋନୁ ନିଗମ । ସିଦ୍ଧାନ୍ତ ମହାପାତ୍ର ଓ ଇନ୍ଦିରା କ୍ରୀଷ୍ଣା ଙ୍କ ଦ୍ଵାରା ଅଭିନୀତ ଏହି ପୁଚୁକୀ ଗାଲି ଗୀତଟି ସେବେଠୁ ଆଜିଯାଏ ଖୁବ ଲୋକପ୍ରିୟ ହେଇଆସିଛି ।

ଏକଦା ହଇଚଇ ସୃଷ୍ଟି କରିଥିବା ଏହି ଗୀତଟିକୁ ପୁନର୍ବାର ସଙ୍ଗିତ ଓ ନିର୍ଦେଶନା ଦେଇଛନ୍ତି ଗୌରିଶଙ୍କର । ଓଡିଆ କଣ୍ଠଶିଳ୍ପୀ ଗୌତମ ଗିରି କଣ୍ଠଦାନ କରିଥିବା ବେଳେ ରାପର ରିଶବ ଏଥିରେ ନୂଆ ରୂପ ଦେଇଛନ୍ତି । ଅଭିନୟରେ ମୁନ୍ନା ଓ ଲୋପା ଅଛନ୍ତି । ଦିଲୀପ କୁମାର ଏହାର ସମ୍ପାଦନା ଭାର ସମ୍ଭାଳିଛନ୍ତି ।

ଏବେ “ପୁଚୁକୀ ଗାଲି ଫେସନ ବାଲି” ର ରିମେକ ଶୁଣନ୍ତୁ ଓ ମଜା ନିଅନ୍ତୁ ।

 

Related posts

“Sindura Naina Hele Sundara Dishucha” – Comedy Song Video

Jitendra

Katha Deli Matha Chhuin – Odia Movie Shooting Set Masti

Jitendra

Dil Deewana Heigala || HD Video || Premiere Show

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More