EnewsOdia.Com

କୁଏତରେ ଚମକିଲେ ପ୍ରବାସୀ ଓଡ଼ିଆ ଖେଳାଳି

ବିଦେଶରେ ଓଡ଼ିଶା ଖେଳାଳିଙ୍କ କମାଲ । ଖୀଷ୍ଟମାସ ଉପଲକ୍ଷେ କୁଏତରେ ଅନୁଷ୍ଠିତ ବନ୍ଧୁତ୍ବପୂର୍ଣ୍ଣ  କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ବିଜୟୀ ହୋଇଛନ୍ତି ଓଡ଼ିଆ ଖେଳାଳି। କୁଏତରେ ଆରିଫଜାନରେ ଖେଳା ଯାଇଥିବା ଖୀଷ୍ଟମାସ  କ୍ରିକେଟ ଟୁର୍ଣ୍ଣାମେଣ୍ଟ-୨୦୧୯ରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଠିତ ଖେଳାଳି  ବାଜି ଜିତି ଯାଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ନଭେମ୍ବର ୨୩ରୁ ଆରମ୍ଭ ହୋଇ ଡିସେମ୍ବର ୨୩ରେ ଶେଷ ହୋଇଛି । ୭ ଓଭର ବିଶିଷ୍ଟ କ୍ରିକେଟ୍ ମ୍ୟାଚରେ ସମୁଦାୟ  ୭ଟି  ଟିମ ଭାଗ ନେଇଥିଲେ ।

କୁଏତର ଆରିଫଜାନରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଓଡ଼ିଶା ଯୁବକମାନଙ୍କ ଟିମ ବିପିସି ସହ ରେଟ୍ରୋ ବଏଜ୍  ଟିମର ମୁକାବିଲା ହୋଇଥିଲା ।ଟିମ ବିପିସି ୭ ଓଭରରେ ୪ ୱିକେଟରେ ହରାଇ ୫୦ ରନ ସଂଗ୍ରହ କରିଥିଲା । ପରେ ବ୍ୟାଟିଂ ପାଇଁ ଆସିଥିବା ରେଟ୍ରୋ ଖେଳାଳିମାନେ ୭ ଓଭରରେ ୬ ୱିକେଟରେ ହରାଇ ୪୩ ରନ କରିପାରିଥିଲେ । ଶେଷରେ ବିପିସିକୁ ବିଜୟୀ ଘୋଷଣା କରାଯାଇଥିଲା ଓ ବିଜେତା ଟ୍ରଫି ପ୍ରଦାନ କରାଯାଇଥିଲା ।

ପଢନ୍ତୁ: ବାରବାଟୀରେ ଟାଇଟେଲ ହାତେଇଲା ଭାରତ

ସମ୍ବନ୍ଧିତ ଖବର

ପ୍ରତି ମିନିଟ୍‌ରେ ଧୋନୀଙ୍କ ଅନୁପସ୍ଥିତି ଅନୁଭବ କରୁଛନ୍ତି ସାଥି

Ratnamani Maharana

ଚାଲିଗଲେ ଟିମ୍‌ ଇଣ୍ଡିଆର ସୁପର୍‌ଫ୍ୟାନ୍‌ ଚାରୁଲତା ପଟେଲ

Ratnamani Maharana

ପୁଣି ଜୋରିମାନା ଦେଲା ଟିମ୍‌ ଇଣ୍ଡିଆ

Ratnamani Maharana

କାରୋନା ପାଇଁ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ସ୍ଥଗିତ ହେଲା ଆଇପିଏଲ

Ratnamani Maharana

ବାରବାଟୀରେ ଟାଇଟେଲ ହାତେଇଲା ଭାରତ

Ratnamani Maharana

ଦିବା-ରାତ୍ର ଟେଷ୍ଟ୍‌ରେ ଧୋନି ହେବେ ଅତିଥି ଭାଷ୍ୟକାର

Ratnamani Maharana