Loading...

ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଇଡି ସ୍କାନରରେ ଅକ୍ଷୟ ପରିଜା

ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଇଡି ସ୍କାନରରେ ଅକ୍ଷୟ ପରିଜା

ଆଜି EDରେ ହାଜର ହୋଇପାରନ୍ତି ପ୍ରଯୋଜକ ଅକ୍ଷୟ ପରିଜା । ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଅକ୍ଷୟ ଇଡିରେ ହାଜର ହେବା ସମ୍ଭାବନା ରହିଛି । ହାଜର ହେବା ପାଇଁ ଇଡି ତାଙ୍କୁ ସମନ କରିଥିବା ସୂଚନା ମିଳିଛି ।

ଆଜି EDରେ ହାଜର ହୋଇପାରନ୍ତି ପ୍ରଯୋଜକ ଅକ୍ଷୟ ପରିଜା । ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଅକ୍ଷୟ ଇଡିରେ ହାଜର ହେବା ସମ୍ଭାବନା ରହିଛି । ହାଜର ହେବା ପାଇଁ ଇଡି ତାଙ୍କୁ ସମନ କରିଥିବା ସୂଚନା ମିଳିଛି । ପୂର୍ବରୁ ୩ କୋଟି ଟଙ୍କା ବ୍ଲାକମେଲିଂ ନେଇ ଥାନାରେ ଅଭିଯୋଗ କରିଥିଲେ ଫିଲ୍ନ ନିର୍ଦ୍ଦେଶକ ଅକ୍ଷୟ ପରିଜା । ଏପରିକି ଟଙ୍କା ନଦେଲେ ହତ୍ୟା ଧମକ ଦିଆଯାଇଥିବା ଏତଲାରେ ଦର୍ଶାଇଥିଲେ । ତେବେ ବ୍ଲାକ୍‌ମେଲ କରି ଅର୍ଚ୍ଚନା କେତେ ଟଙ୍କା ନେଇଛି ? କେବେ ଠାରୁ ଅକ୍ଷୟଙ୍କୁ ବ୍ଲାକ୍‌ମେଲ୍‌ କରାଯାଉଥିଲା ? ଅକ୍ଷୟ ଏମାନଙ୍କୁ କେତେ ଟଙ୍କା ଦେଇଛନ୍ତି ? ଏସବୁ ଲିଙ୍କ୍‌ରେ ଇଡି ଅକ୍ଷୟ ପରିଜାଙ୍କୁ ପଚରାଉଚରା କରିପାରେ ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.