• Home
  • Entertainment
  • ଓଡିଆ ଫିଲ୍ମ ପ୍ରଯୋଜକ ରମେଶ ବାରିକଙ୍କ ସଫଳ ଯାତ୍ରା
Entertainment

ଓଡିଆ ଫିଲ୍ମ ପ୍ରଯୋଜକ ରମେଶ ବାରିକଙ୍କ ସଫଳ ଯାତ୍ରା

ସଫଳ ପ୍ରଯୋଜକ ରମେଶ ବାରିକ

ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ପ୍ରଯୋଜକ ରମେଶ ବାରିକ । ଓଡିଆ ସିନେମା ଜଗତରେ ଜଣେ ପରିଚିତ ଚେହେରା । ସେ ଓଡିଆ ସିନେମାରେ ଜଣେ ସଫଳ ପ୍ରଯୋଜକ ଭାବେ ମଧ୍ୟ ବେଶ ପରିଚିତ । ରମେଶ ବାରିକ ଦୁଇଟି ସିନେମାର ପ୍ରଯୋଜନା ଦେଇଛନ୍ତି । ଏହି ସିନେମା ଦୁଇଟି ହେଲା ‘ଟାଇଗର ‘ ଓ ‘ ରୋମିଓ ଜୁଲିଏଟ ‘ । ଏହି ସିନେମା ଦୁଇଟି ସଫଳତା ମଧ୍ୟ ପାଇଛି ।

ଓଡିଆ ଫିଲ୍ମ ପ୍ରଯୋଜକ ରମେଶ ବାରିକଙ୍କ ସଫଳ ଯାତ୍ରା rames babu

‘ ଟାଇଗର ‘ ସିନେମାରେ ମୁଖ୍ୟ ଭୂମିକରେ ନଜର ଆସିଥିଲେ ଅମ୍ଳାନ ଓ ଦୀପିକା । ଏହି ସିନେମା ଏକାଥରରେ ଓଡିଆ ଏବଂ ଭୋଜପୁରୀ ଭାଷାରେ ମୁକ୍ତି ଲାଭ କରିଥିଲା । ‘ ରୋମିଓ ଜୁଲିଏଟ ‘ ମୁଖ୍ୟ ଭୂମିକରେ ନଜର ଆସିଥିଲେ ଅରିନ୍ଦମ ଓ ବର୍ଷା ପ୍ରିୟଦର୍ଶିନୀ । ଏହି ଦୁଇଟି ସିନେମାକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଥିଲେ ।

ଓଡିଆ ଫିଲ୍ମ ପ୍ରଯୋଜକ ରମେଶ ବାରିକଙ୍କ ସଫଳ ଯାତ୍ରା rames

ଏହି ଦୁଇଟି ସିନେମା ‘ଟାଇଗର ‘ ଓ ‘ ରୋମିଓ ଜୁଲିଏଟ ‘ ପ୍ରଯୋଜନା ଦେଲା ପରେ ସେ ସଫଳତା ପାଇଛନ୍ତି । ତେବେ ଆଗକୁ ଏମିତି ଦମ୍‌ଦାର କାହାଣୀ ନେଇ ଆସିବେ ବୋଲି ଆଶା କରୁଛୁ ।

ଓଡିଆ ଫିଲ୍ମ ପ୍ରଯୋଜକ ରମେଶ ବାରିକଙ୍କ ସଫଳ ଯାତ୍ରା rames

ପଢନ୍ତୁ ;

ଜାଣନ୍ତୁ ଜାନି ବାବୁଙ୍କ ଜୀବନୀ କଥା

Related posts

ରିଲିଜ ହେଲା ସଂଜୟ ଦତ୍ତଙ୍କ ବାୟୋପିକ ‘ସଞ୍ଜୁ’ର ଟିଜର!

Krishna Kumar Manoj

Zindagi Mujhe Pukare A Hindi Music Video By Odisha Boy Siddhant Mishra

Ranjeet – Landa Villain || Special Interview || Jatra Duniya || Tulasi Gananatya

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More