Celebs News

ଗ୍ରୀନ ଚିଲ୍ଲିଜ ଡାଇରେକ୍ଟରଙ୍କ ସହ ଟେଲି ଧାରାବାହିକ ଅଭିନେତ୍ରୀ ଶୈଳଜା ରାଓ ଙ୍କ ନିର୍ବନ୍ଧ

ଟେଲି ଧାରାବାହିକ “ଆମ ଘର ଲକ୍ଷ୍ମୀ”ର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଶୈଳଜା ରାଓ ଙ୍କ ନିର୍ବନ୍ଧ ଗତ ୧୨ ତାରିଖ ଦିନ ଗ୍ରୀନ ଚିଲ୍ଲିଜ ଡାଇରେକ୍ଟର ତେଜେଶ୍ଵର ରାଓଙ୍କ ସହ, ଭୁବନେଶ୍ବର ସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ହେଇଯାଇଛି ।

ଶୈଳଜା, ଆମ ଘର ଲକ୍ଷ୍ମୀରେ ଐଶ୍ଵର୍ଯ୍ୟ। ବା ଆଶୁ ଚରିତ୍ରରେ ଅଭିନୟ କରୁଛନ୍ତି । ଏଥିରେ ସେ ନକରାତ୍ମକ ଚରିତ୍ରର ନିଖୁଣ ଅଭିନୟ କରି ଦର୍ଶକଙ୍କ ନିକଟରେ ଅତି ପ୍ରିୟ ହେଇପାରିଛନ୍ତି । ପୂର୍ବରୁ ସେ ମୁଁ ମିସ ଓଡିଶା ରେ ରନର୍ସଅପ ରହିବା ସହ ବିଭିର୍ଣ୍ଣ ବିଜ୍ଞାପନ କରିଛନ୍ତି । ଏଥିସହ ମଡେଲିଙ୍ଗ ବି ଜାରି ରଖିଛନ୍ତି ।

୨୦୧୮ ଫେବୃୟାରୀ ରେ ବିବାହ ସମ୍ପର୍ଣ୍ଣ ହେବ ବୋଲି ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଅଭିନେତା ସବ୍ୟସାଚୀ, ସୁମନ, ତପସ୍ୟା, ପ୍ରିୟଙ୍କା, ଗୁଡ୍ଡୁ ପ୍ରମୁଖ କଳାକାର ଯୋଗ ଦେଇଥିଲେ ।

ଟେଲି ଧାରାବାହିକ ଅଭିନେତ୍ରୀ ଶୈଳଜା ରାଓ ଙ୍କ ନିର୍ବନ୍ଧ  ଗ୍ରୀନ ଚିଲ୍ଲିଜ ଡାଇରେକ୍ଟରଙ୍କ ସହ ଟେଲି ଧାରାବାହିକ ଅଭିନେତ୍ରୀ ଶୈଳଜା ରାଓ ଙ୍କ ନିର୍ବନ୍ଧ

ପଢନ୍ତୁ, ଓଡିଆ ନାୟିକା ତମନ୍ନା ବୈଶ୍ୟ ଙ୍କୁ ତାଙ୍କ ଜନ୍ମଦିନ ଉପଲକ୍ଷେ ଅନେକ ଅନେକ ଶୁଭେଛା

Related posts

Odia Actress Kavya Kiran’s Journey

Jitendra

Alok Ray – Odia Screenwriter, Who Works In Ollywood

Krishna Kumar Manoj

Biswajit Panda – Well Known Ollywood Director

Jitendra

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More