News

ଆନ୍ଧ୍ରପ୍ରଦେଶର ବିଶାଖାପଟଣାରେ ଭୋଟ ଦେଲେ ବହୁ ପ୍ରବାସୀ ଓଡ଼ିଆ

ଆଜିଠୁ ଆରମ୍ଭ ହେଉଛି ଗଣତନ୍ତ୍ରର ମହାପର୍ବ ।ସପ୍ତଦଶ ଲୋକସଭା ନିର୍ବାଚନ ପାଇଁ ଗୁରୁବାର ସକାଳ ୭ଟାରୁ ଦେଶର ୯୧ଟି ଲୋକସଭା  ଆସନରେ ମତଦାନ ଆରମ୍ଭ ହୋଇଛି। ୧୪ କୋଟି ୨୦ ଲକ୍ଷ ୫୪ ହଜାର ମତଦାତା ୧୨୭୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ  ହେବ। ତେବେ  ଆନ୍ଧ୍ରପ୍ରଦେଶର  ୨୫ଟି ଲୋକସଭା ଓ ୧୭୫ଟି ବିଧାନସଭା ଆସନ ପାଇଁ ଚାଲିଛି ମତଦାନ।  ବିଶାଖାପାଟନମରେ ରହୁଥିବା ବହୁ ପ୍ରବାସୀ ଓଡ଼ିଆ  ଭୋଟର ମତଦାନ କରିଛନ୍ତି।

 

ଆନ୍ଧ୍ରପ୍ରଦେଶର ମାଓପ୍ରବଣ  ଅଂଚଳରେ ରହିଥିବା ୧୨ଟି ବୁଥ୍‌ରେ ଡ୍ରୋନ୍‌ କ୍ୟାମେରା  ଖଞ୍ଜାଯାଇଛି। ସେଠାରେ ଅପରାହ୍ନ ୪ ଘଣ୍ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ ବୋଲି ଆନ୍ଧ୍ରପ୍ରଦେଶ ନିର୍ବାଚନ କମିଶନର ସୂଚନା  ଦେଇଛନ୍ତି।

ପଢନ୍ତୁ: ଇଭିଏମ୍‌ ମେସିନରେ କଂଗ୍ରେସ ବଟନ୍‌ କାମ କରୁନି: ଓମର ଅବଦୁଲ୍ଲା

Related posts

ବିଶ୍ୱବ୍ୟାପୀ ଆଜି ମଧ୍ୟ ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ହ୍ଵାଟସ୍‌ଆପ୍‌ ଆକ୍‌ସେସ୍‌ରେ ଅସୁବିଧା

Ratnamani Moharana

ପରପାରିରେ ‘ରଙ୍ଗବତୀ’ର ସଙ୍ଗୀତ ନିର୍ଦ୍ଦେଶକ ପ୍ରଭୁଦତ୍ତ ପ୍ରଧାନ

ENO Beuro

ଜାରି ରହିଛି ବ୍ଳକଗ୍ରାଂଟ ଶିକ୍ଷକ ଓ ଅଧ୍ୟାପକଙ୍କ ଆନ୍ଦୋଳନ, ସମାଧାନ କେବେ ହେବ ଏନେଇ ପ୍ରଶ୍ନ

ENO Beuro

Leave a Comment