EnewsOdia.Com

ୱାଇଫାଇ ସହ ଯୋଡି ହେବାକୁ ଯାଉଛି ବିଧାନସଭା

ଓଡିଶା ବିଧାନସଭା ହେବ କାଗଜଶୂନ୍ୟ , ଆଉ କାଗଜପତ୍ରରେ କିଛି  କାମ ହେବନି । ସମ୍ପୂର୍ଣ ବିଧାନସଭା କାମ କମ୍ପ୍ୟୁଟରୀକରଣ ହେବ। ବିଧାନସଭାର ସମସ୍ତ ପ୍ରଶ୍ନପତ୍ର ,ଉତ୍ତର ଓ ବିବରଣୀ  ଅନଲାଇନ ଉପଲବ୍ଡ  ହେବ ଏବଂ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହକିପରି ସିଧାସଳଖ ଯୋଗଯାଗ ହୋଇପାରିବ । ସେଥିପାଇଁ ନ୍ୟାସନାଲ ଇ-ବିଧାନ ଆପ୍ଲିକେସନ (ଏନଇଭିଏ),ଓସ୍ଵାସ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ହୋଇଛି ।

ସୂଚନାଅନୁସାରେ , ଆଗାମୀ ୨୦ ଦିନ ମଧ୍ୟରେ ପୂରା ବିଧାନସଭାକୁ କରାଯିବ ୱାଇ-ଫାଇ। ସେଥିପାଇଁ ଓକାକ୍ ସହ ଏନେଇ ଚୂଡ଼ାନ୍ତ ବୈଠକ ଅନୁଷ୍ଠିତ ହୋଇଛି । ସେହିପରି ୩୦ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ବିଭିନ୍ନ ସମସ୍ୟାର ଆଲୋଚନା ପାଇଁ ବିଧାନସଭାରେ ର୍ନିମିତ ନୂତନ ହଲ୍‌ରେ ଆବଶ୍ୟକୀୟ ସମସ୍ତ ଯନ୍ତ୍ରପାତି ଲଗାଯିବ । ଏଥିପାଇଁ ଓଡ଼ିଶା ଷ୍ଟେଟ୍‌ ଓ୍ୱାଇଡ୍‌ ନେଟଓ୍ୱାର୍କର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି  ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ପଢନ୍ତୁ: ୮,୯ ରାଜ୍ୟର ଏହି ସ୍ଥାନରେ କଟିବ ବିଦ୍ୟୁତ

 

 

 

ସମ୍ବନ୍ଧିତ ଖବର

ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ସମଗ୍ର ବିଶ୍ବ ପାଇଁ ଉଦାହରଣ

Ratnamani Maharana

ସିଏଏ ବିରୋଧୀ ଆନ୍ଦୋଳନକାରୀଙ୍କ ସମ୍ପତ୍ତି ସିଲ କରିବା ପୂର୍ବରୁ ଦଙ୍ଗାକାରୀଙ୍କୁ ଆଶ୍ଵସ୍ତି

Ratnamani Maharana

ଆଜି ମହାରାଷ୍ଟ୍ର ମହାନାଟକରେ ପଡ଼ିପାରେ ଯବନିକା

Ratnamani Maharana

ଭାରତ ବନ୍ଦକୁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସମର୍ଥନ

Ratnamani Maharana

ବିରୋଧୀଙ୍କୁ ୩୭୦ ଚ୍ୟାଲେଞ୍ଜ ଦେଲେ ମୋଦି

Ratnamani Maharana

ଦୁର୍ନୀତିରେ କର୍ଣ୍ଣାଟକା ଭାରତରେ ନଂ ୧

Ratnamani Maharana